ହୋମ୍‌ଗାର୍ଡଙ୍କୁ ଦୈନିକ ୫୩୩ ଟଙ୍କା ଦେବାକୁ ନିର୍ଦ୍ଦେଶ

କଟକ: ଓଡ଼ିଶା ହୋମଗାର୍ଡଙ୍କ ବେତନ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ହୋମଗାର୍ଡଙ୍କୁ ଦୈନିକ ୫୩୩ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ୨୦୧୮ ଜୁନ ୧ ତାରିଖରୁ ଲାଗୁ ହେବ । ବକେୟା ଟଙ୍କା ହୋମଗାର୍ଡ ମାନଙ୍କୁ ତିନି ମାସ ମଧ୍ୟରେ ପ୍ରଦାନ ପାଇଁ ନିର୍ଦ୍ଦେଶ ରହିଛି । ରାଜ୍ୟ ପୋଲିସଙ୍କ ଭଳି ହୋମଗାର୍ଡଙ୍କ ଦରମା ସମୟ କ୍ରମେ ବୃଦ୍ଧି ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଜଷ୍ଟିସ ଏମ ଆର ଶାହା ଓ ଜଷ୍ଟିସ ଏମ ଏମ ସୁନ୍ଦରେଶଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି ।

Spread the love