ମାନବିକତା ଦେଖାଇଲେ ନାଏବ ସରପଞ୍ଚ, ଆହାତ ବ୍ୟକ୍ତି ଙ୍କୁ ଡାକ୍ତରଖାନାରେ କଲେ ଭର୍ତ୍ତି

ସଇଁତନ୍ତଲା, ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କୁମ୍ଭାରୀ ପଞ୍ଚାୟତ କାନ୍ଦୁଲସର ନିକଟରେ ଜଣେ ବ୍ୟକ୍ତି ଭାରସାମ୍ୟ ହରାଇ ଗୁରୁତର ଅବସ୍ଥାରେ ପଡି ରହିଥିଲେ l ସେହି ରାସ୍ତା ଦେଇ କୁମ୍ଭାରୀ ପଞ୍ଚାୟତ ନାଏବ ସରପଞ୍ଚ ବୁଲୁ ବଗର୍ତ୍ତି ଓ ଜଗତ ରାମ ଦାଶ ଆସୁଥିବା ବେଳେ ଦେଖିବାକୁ ପାଇବା ପରେ ଆମ୍ବୁଲାନ୍ସ କୁ ଖବର ଦେଇଥିଲେ l ଯୁବକଙ୍କ ପରିଚୟ ଜଣାପଡିନାହିଁ l

ଆମ୍ବୁଲାନ୍ସ ମଧ୍ୟମରେ ଉକ୍ତ ବ୍ୟକ୍ତି ଙ୍କ ମାନବିକତା ଦେଖାଇ ପ୍ରଥମେ ସଇଁତଲା ଡାକ୍ତରଖନାରେ ଭର୍ତ୍ତି କରାଯାଇ ଥିଲା ଅତି ଗୁରୁତର ହେବାରୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ରେ ଭର୍ତ୍ତି କରାଯାଇ ଥିବା ଜଣାପଡିଛି l

Spread the love