ଏହି ୫ ଟି ପୁରୁଷ ନିଜ ସ୍ତ୍ରୀକୁ କେବେବି ଖୁସିରେ ରଖୀ ପାରନ୍ତି ନାହିଁ

ମହାତ୍ମା ବିଦୁର ତାଙ୍କ ନୀତିରେ ଏମିତି ପାଞ୍ଚଟି ପୁରୁଷଙ୍କ ବିଷୟରେ କହିଛନ୍ତି ଯାହାଙ୍କ ସହିତ କେବେ କୌଣସି ମହିଳା ଖୁସି ରହି ପାରିବେ ନହିଁ । ନା ତାଙ୍କ ପରିବାର । ଏହି ଲୋକ ନିଜେ ଉନ୍ନତି କରିଥାନ୍ତି ନା କାହାକୁ ଉନ୍ନତି କରିବାକୁ ଦେଇଥାନ୍ତି । ବିଦୁର ମନୁଷ୍ୟଙ୍କ ସ୍ବଭାବରେ କେତେ ଗୁଡିଏ ନୀତି ବିଷୟରେ କହିଛନ୍ତି କି ଯଦି କୌଣସିବି ମହିଳା ତାଙ୍କ ଜୀବନରେ ଖୁସି ରହିବାକୁ ଚାହିଁ ଥାନ୍ତି, ମାନ ସନମାନ କୀର୍ତି ପାଇବାକୁ ଚାହିଁ ଥାନ୍ତି । ତେବେ ବିଦୂରଙ୍କ ନୀତି ଅବଶ୍ୟ ପଢିବା ଦରକାର ହୋଇଥାଏ । ଏହି ନୀତି ଆପଣଙ୍କୁ ଜୀବନରେ ବହୁତ କଠିନ ପରିସ୍ଥିତିରେ ବାହାର କରିପାରିବ । ଏହା ସହିତ ସହିତ ଖରାପ ଓ ଭଲ ଜିନିଷ ମଧ୍ୟ ଜାଣି ପାରିବେ ।

କାରଣ ମନୁଷ୍ୟକୁ ସମାଜରେ ବିଚରଣ କରିବା ସମୟରେ ବହୁତ ବିଚିତ୍ର ଲୋକଙ୍କ ସହିତ ଦେଖା ହୋଇଥାଏ । କିଛି ଲୋକ ଭଲ ହୋଇଥାନ୍ତିତ ଆଉ କିଛି ଲୋକ ଧୃତ ଓ ଚାଲାକ ହୋଇଥାନ୍ତି । ସ୍ତ୍ରୀ ମାନଙ୍କୁ ଯଦି ସୁଖୀ ଜୀବନ ବଞ୍ଚିବାର ଅଛି ଉନ୍ନତି କରିବାର ଅଛି ତେବବେ ବିବାହ ସମୟରେ ଭୁଲ ଜୀବନ ସାଥିର ଚୟନ କରନ୍ତୁ ନହିଁ । କାରଣ ବିବାହ ବନ୍ଧନରେ ବାନ୍ଧି ହେବା ପରେ ମନୁଷ୍ୟ ସବୁ ପରିସ୍ଥିତିକୁ ବାଧ୍ୟରେ ସ୍ଵୀକାର କରିଥାଏ । ଆଉ ସେ ନିଜ ପ୍ରତିଭାକୁ ଭୁଲି ପରିବାର ଲୋକଙ୍କ ପାଇଁ ଜୀବନ ବ୍ଯତୀତ କରିବାକୁ ପଡିଥାଏ । ଯଦି ଠିକ ଜୀବନ ସାଥିର ଚୟନ କରିବେ ତେବେ ବ୍ୟକ୍ତି ଖୁସିରେ ଜୀବନ ବ୍ଯତୀତ କରିଥାଏ । ସେଥିଇଁ ବିଦୁର ପଞ୍ଚୋଟି ପୁରୁଷଙ୍କ ବିଷୟରେ କହିଛନ୍ତି । ଏମିତି ପୁରୁଷ ସହିତ କୌଣସିବି ମହିଳା କେବେବି ଖୁସିରେ ରହିନଥାଏ । ସେହି ପୁରୁଷ ତାର ସ୍ତ୍ରୀର ଜୀବନକୁ ନର୍କ ବନାଇ ଦେଇଥାଏ । ଏମିତି ପୁରୁଷ ସହିତ ରହୁଥିବା ମହିଳାଙ୍କ ଜୀବନ ବନରେ ନିଆଁ ଲାଗିଥିବା ହରିଣର ପରିସ୍ଥିତି ଭଳି ହୋଇଥାଏ । ନିଆଁ ଅପର ପକ୍ଷରେ ସିଂହ ବା ସମାଜ ବସିକି ରହିଥାଏ । ଜିଏ କେବଳ ଗୋଟିଏ ନାରୀର ଭୁଲ ଦେଇଥାଏ । ଆଉ ଅଗ୍ନି ଭିତରେ ସେ ପ୍ରତେକ କ୍ଷଣ ଜଳି ଥାଏ । ସ୍ତ୍ରୀକୁ ଏମିତି ପୁରୁଷ ସହିତ ବିବାହ କରିବା ସମୟରେ ଅବଶ୍ୟ ଭାବିବା ଆବଶ୍ୟକ ।

ଆସନ୍ତୁ ଜାଣିବା ସେହି ପୁରୁଷ ମାନଙ୍କ ଲକ୍ଷଣ । ବିଦୁର କହିଛନ୍ତି ଦୁଇଟି ବ୍ୟକ୍ତି ସେବେ ଯାଇ ଖୁସିରେ ରହିପାରିବେ ମନରେ ମନ, ଗୁଣରେ ଗୁଣ ଓ ବୁଦ୍ଧିରେ ବୁଦ୍ଧି ମିଳିଥାଏ । ଯଦି ସ୍ଵାମୀ ସ୍ତ୍ରୀଙ୍କର ମନରେ ମନ ମିଶିନଥାଏ ତାଙ୍କର ବିଚାର ଜଣଙ୍କଠୁ ଅନ୍ୟ ଜଣଙ୍କର ବିଚାର ବିପରୀତ ହୋଇଥାଏ । ଦୁଇଜଣ ଦୁଇଜଣଙ୍କର ରହସ୍ୟ ସବୁବେଳେ ଲୁଚାଇ ଥାନ୍ତି । ସେ କେବେ ସୁଖୀ ରହିନଥାନ୍ତି । ଏମିତି ପୁରୁଷ ସହିତ ପତ୍ନୀ କେବେ ସନ୍ତୁଷ୍ଟ ରହିନଥାଏ ।

ଯେଉଁ ପୁରୁଷ ପତ୍ନୀର ଭଲରେ ଖରାପ ଦେଖିଥାଏ । ତାର ସ୍ତ୍ରୀ ତାକୁ ସନ୍ତୁଷ୍ଟ କରିବା ପାଇଁ କେତେବୀ ପ୍ରୟାସ କରୁ । ତା ପାଇଁ ଯେତେବୀ ସ୍ଵାଦିଷ୍ଟ ଭୋଜନ ବନାଉ କି ତାର ଯେତେବୀ ଯତ୍ନ ନେଉ । ଏମିତି ସ୍ଵାମୀ ତାର ପତ୍ନୀ ଭିତରେ ଖରାପ ଗୁଣ ବାହାର କରିଥାଏ । ଆଉ ତାକୁ କଷ୍ଟ ଦେଇଥାଏ । ସ୍ତ୍ରୀ ଯାହାବି କରୁ ଏମିତି ସ୍ଵାମୀକୁ କେବେବି ସନ୍ତୁଷ୍ଟ କରିପାରିବ ନହିଁ । କାରଣ ଦୋଷ ସ୍ଵାମୀର ହିଁ ଥାଏ ସ୍ତ୍ରୀ କଣ କରିବ । ବିଦୂରଙ୍କ ଅନୁସାରେ ମୂର୍ଖ ଲୋକ ସେହି ହୋଇଥାଏ ଯିଏ କାହାର କଥା ତାକୁ ଉପହାସ କରିଥାଏ । ସେହିଭଳି ମହିଳା ମଧ୍ୟ ସଂମାନ୍ନ ପ୍ରିୟ ହୋଇଥାନ୍ତି । ତାଙ୍କୁ ମଧ୍ୟ ସନମାନର ସହିତ ବଞ୍ଚିବାର ଅଧିକାର ହୋଇଥାଏ । ଯଦି ସ୍ଵାମୀ ସ୍ତ୍ରୀର ତାରିଫ କରିପାରିବନି କମସେ କମ ତାର ଉପହାସ କରିବା ଠିକ ନୁହେଁ । ଯଦି କୌଣସି ସ୍ଵାମୀ ତାର ସ୍ତ୍ରୀର ବାର ବାର ଅପମାନ କରିଥାଏ ତାର ରୂପ ରଙ୍ଗକୁ ଦେଖିକି ମଜାକ ବନାଇ ଥାଏ । ତେବେ ତାର ପତ୍ନୀ ସବୁବେଳେ ଦୁଃଖୀ ରହିଥାଏ । ସ୍ତ୍ରୀ ତାର ସୌନ୍ଦର୍ଜ୍ୟକୁ ନେଇ ଚିନ୍ତିତ ରହିଥାଏ । ଏମିତି ପୁରୁଷ ପାଖରେ କୌଣସିବି ମହିଳା ରହି ପାରିବେ ନାହିନ ତେବେ ବର୍ଜିତ କରନ୍ତୁ ।

Spread the love