କେନ୍ଦ୍ରୀୟ ଡେପୁଟେସନ୍‌ରେ ଗଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର

ଭୁବନେଶ୍ୱର, ୨୩/୦୨: ରାଜ୍ୟରେ ଆଇଏଏସ୍‌ ସ୍ତରରେ ଅଦଳ ବଦଳ ହୋଇଛି । ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ତୁଲାଉଥିବା ଭାରତୀୟ ପ୍ରଶାସନିକ ସେବାର ଅଧିକାରୀ କ୍ରିଷନ୍‌ କୁମାର କେନ୍ଦ୍ରୀୟ ଡେପୁଟେସନ୍‌ରେ ଯାଇଛନ୍ତି । କ୍ରିଷନ୍‌ କୁମାରଙ୍କୁ କେନ୍ଦ୍ର ବାଣିଜ୍ୟ ବିଭାଗର ଯୁଗ୍ମ ସଚିବ ଭାବେ ଦାୟିତ୍ୱ ଦିଆଯାଇଥିବା ଜଣାପଡ଼ିଛି ।

Spread the love