News ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିସନର ଭାବେ ଦାୟିତ୍ୱ ନେଲେ ଆଇଏଏସ ସତ୍ୟବ୍ରତ ସାହୁ March 29, 2023 Satya ias-satyabrata-sahoo-take-charge-of-src-of-odisha, state ସ୍ୱତନ୍ତ୍ର ରିଲିଫ କମିସନର ଭାବେ ଦାୟିତ୍ୱ ନେଲେ ସତ୍ୟବ୍ରତ ସାହୁ। ଏହା ସହ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ କାର୍ଯ୍ୟ କରୁଛନ୍ତି ସତ୍ୟବ୍ରତ ସାହୁ। ମୁଖ୍ୟ ସଚିବ ଭାବେ ପ୍ରଦୀପ ଜେନା ଦାୟିତ୍ୱ ନେବା ପରେ ଏସଆରସି ପଦରେ ସତ୍ୟବ୍ରତ ସାହୁଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। Post Views: 183 Spread the love