ଇନକମ୍‌ ଟାକ୍ସ ବିଭାଗରେ ୨୪ ପଦବୀ ଖାଲି

ଇନକମ୍‌ ଟାକ୍ସ ବିଭାଗରେ ଖାଲିପଡିଛି ଟାକ୍ସ ଇନ୍ସପେକ୍ଟର ଏବଂ  ଅନ୍ୟ ପଦବୀ। ଏହି ପଦବୀରେ ଆବେଦନ କରିବା ପାଇଁ ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ୧୮ ଏପ୍ରିଲ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଇଚ୍ଛୁକ ପ୍ରାର୍ଥୀ  www.incometaxindia.gov.in  ୱେବସାଇଟ୍‌କୁ ଯାଇ ଅନଲାଇନ ଆବେଦନ କରିପାରିବେ। ସ୍ପୋଟର୍ସ କୋଟା ଥିଲେ ମିଳିବ ନିଯୁକ୍ତି।

ଇନକମ ଟାକ୍ସ ଇନ୍ସପେକ୍ଟର : ୧

ଟାକ୍ସ ଆସିଷ୍ଟାଣ୍ଟ : ୫

ମଲ୍ଟି ଟାକ୍ସିଂ ଷ୍ଟାଫ : ୧୮

ଆବେଦନ କରିବାର ଶେଷ ତାରିଖ ୧୮ ଏପ୍ରିଲ ୨୦୨୨ ରହିଛି।

ଏହି ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ କରିଥିବା ଜରୁରୀ। ମଲ୍ଟି ଟାକ୍ସିଂ ଷ୍ଟାଫ ପଦବୀ ପାଇଁ ୧୦ମ୍‌ ପାସ୍‌ କରିଥିବା ଜରୁରୀ। ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ନ୍ୟାସନାଲ କିମ୍ବା ଇଣ୍ଟରନ୍ୟାସନାଲ ଖେଳ ପ୍ରତିଯୋଗିତାରେ ଭାଗ ନେଇଥିବା ଜରୁରୀ।

ଏହି ପଦବୀରେ ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୧୮ ରୁ ୩୦ ବର୍ଷ ହେବା ଜରୁରୀ। କିନ୍ତୁ ସରଂକ୍ଷିତ ବର୍ଗଙ୍କ ପାଇଁ ବୟସ ସୀମାରେ ବିଶେଷ କୋହଳ କରାଯାଇଛି।

ଏହି ଚୟନ ଯୋଗ୍ୟତା ଏବଂ ଗ୍ରାଉଣ୍ଡ ଆଧାରରେ କରାଯିବ।

ପ୍ରଥମେ ଅଫିସିଆଲ ୱେବସାଇଟ୍‌ incometaxindia.gov.in କୁ ଯାଆନ୍ତୁ।

ଏଠାରେ ହୋମ ପେଜ୍‌କୁ ଯାଇ ରିକ୍ର୍ୟୁଟମେଣ୍ଟ ନୋଟିସ ସେକ୍ସନକୁ ଯାଆନ୍ତୁ।

ଏଠାରେ ଥିବା ଭର୍ତ୍ତି ଲିଙ୍କରେ କ୍ଲିକ୍‌ କରନ୍ତୁ।

ଅଧିକାରକ ୱେବସାଇଟ୍‌କୁ ଯାଇ ନୋଟିଫିକେସନ ସହିତ ଆବେଦନ ଫର୍ମକୁ ଡାଉନଲୋଡ କରନ୍ତୁ।

ବିଜ୍ଞାପନରେ ଦିଆଯାଇଥିବା ଠିକଣା ଏବଂ ରେଜିଷ୍ଟ୍ରରେଡ ଡାକ ଜରିଆରେ ଆବେଦନ ପତ୍ର ପଠାଇପାରିବେ।

Spread the love