କୁଇଜ ସାଙ୍ଗକୁ ଶ୍ଳୋକ ମନେ ରଖି ଇଣ୍ଡିଆ ବୁକ୍‌ ଅଫ୍‌ ରକର୍ଡସ ୨୦୨୨ରେ ତିନି ବର୍ଷର ଜିଶା ପଡିଆରୀ

କୁନି ଝିଅର ବଡ଼ ରେକର୍ଡ । ଇଣ୍ଡିଆ ବୁକ ଅଫ ରେକର୍ଡସ ୨୦୨୨ରେ ସ୍ଥାନ ପାଇଛନ୍ତି ତିନି ବର୍ଷର ଜିଶା ପଡିଆରୀ । ବିଭିନ୍ନ କୁଇଜ ସାଙ୍ଗକୁ ଶ୍ଳୋକ ମନେ ରଖି ରେକର୍ଡ କରିଛନ୍ତି ଜିଶା ।ଏହି ଅବସରରେ ଭୁବନେଶ୍ୱର ରୋଟାରୀ ଭବନ ଠାରେ ଏହି କୁନି ଝିଅକୁ ସମ୍ବର୍ଦ୍ଧିତ କରାଯାଇଛି । ଝିଅର ଏହି ସଫଳତା ପାଇଁ ବାପା ମା ବହୁତ ଖୁସି । ଆଗକୁ ଝିଅ ଆହୁରି ସଫଳତା ପାଇବ ବୋଲି ଆଶା ରଖିଛନ୍ତି ।

 

Spread the love