70 ବର୍ଷର ରେକର୍ଡ ଭାଙ୍ଗିଲା ଭାରତ

ଦୀର୍ଘ 70 ବର୍ଷ ପରେ ଅଷ୍ଟ୍ରେଲିଆକୁ ତା ନିଜ  ମାଟିରେ ହରାଇଛି ଭାରତ। ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦିନିରିଆରେ ଭାରତ ମ୍ୟାଚ ଜିତି ସିରିଜ କବଜା କରିଛି । ଏହା ସହ ଭାରତୀୟ ଖେଳ ଜଗତରେ ଆଉ ଏକ ଇତିହାସ ଯୋଡି ହୋଇଯାଇଛି।   49.2 ଓଭରରେ ଭାରତ ମ୍ୟାଚ ଜିତିନେଇଛି । ମହେନ୍ଦ୍ର ସିଂ ଧୋନି କେଦାର ଯାଦବ ଶେଷ ପର୍ଯ୍ୟନ୍ତ ସଂଘର୍ଷ କରି ଭାରତକୁ ବିଜୟୀ କରାଇଛନ୍ତି । ମହେନ୍ଦ୍ର ସିଂ ଧୋନି ଅପରାଜିତ 87 ରନ୍ କରିଥିବା ବେଳେ କେଦାର ଯାଦବ 61 ରନ୍ କରିଛନ୍ତି

Spread the love