News ରାଜ୍ୟ ରଥ ନିର୍ମାଣ ସେବକଙ୍କ ପାଇଁ ବୀମା ବ୍ୟବସ୍ଥା, ୫ଲକ୍ଷ ଲେଖାଏର ବୀମା ଲାଗୁ April 26, 2023 Satya insurance-scheme-for-ratha-construction-workers-5-lakh-written, state ପୁରୀରେ ରଥ ନିର୍ମାଣ ସେବକଙ୍କ ପାଇଁ ବୀମା ବ୍ୟବସ୍ଥା । ପ୍ରତ୍ୟେକଙ୍କ ପାଇଁ ୫ଲକ୍ଷ ଲେଖାଏ ବୀମା ଲାଗୁ କରାଯାଇଛି । ୫ଟି ପର୍ଯ୍ୟାୟରେ କରାଯାଇଛି ବୀମା ବ୍ୟବସ୍ଥା । ରଥଖଳା, ଗୁଣ୍ଡିଚା ମନ୍ଦିର, ପହଣ୍ଡି, ଶ୍ରୀମନ୍ଦିର ପାଇଁ ବୀମା ବ୍ୟବସ୍ଥା କରାଯାଇଛି । Post Views: 123 Spread the love