ଆଜି ପ୍ରକାଶ ପାଇବ ବହୁ ପ୍ରତିକ୍ଷିତ ଆଇପିଏଲର ଖେଳସୂଚୀ। ଏନେଇ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ସୂଚନା ଦେଇଛନ୍ତି।ଚଳିତଥର ଆଇପିଏଲର ଉଦଘାଟନୀ ମ୍ୟାଚ୍ ସେପ୍ଟେମ୍ବର ୧୯ରେ ହେବ।ଚଳିତ ଆଇପିଏଲ୍ ୟୁଏଇର ୩ଟି ଷ୍ଟାଡିୟମ୍ ଦୁବାଇ, ସାରଜା ଏବଂ ଆବୁଧାବିରେ ସେପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ପର୍ଯ୍ୟନ୍ତ ଖେଳାଯିବ ବୋଲି ଘୋଷଣା କରାଯାଇଥିଲା।
Post Views: 177