IPL 2022 : ସରିଲା ନିଲାମ, ଜାଣନ୍ତୁ ୧୦ ଦଳର ଖେଳାଳିଙ୍କ ସ୍ଥିତି

ନୂଆଦିଲ୍ଲୀ : ଆଇପିଏଲ ୨୦୨୨ ପାଇଁ ଖେଳାଳିଙ୍କ ମେଗା ନିଲାମ ସମାପ୍ତ ହୋଇଛି। ବେଙ୍ଗାଲୁରୁରେ ଦୁଇ ଦିନ ଧରି ଚାଲିଥିବା ନିଲାମୀରେ ଖେଳାଳିଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଓ୍ଵିକେଟ୍ କିପର  ବ୍ୟାଟସମ୍ୟାନ ଇଶାନ କିଷନ ୧୫.୨୫ କୋଟି ଟଙ୍କା ସହ ସବୁଠୁ ମହଙ୍ଗା ଖେଳାଳି ରହିଛନ୍ତି। ତାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ କିଣିଛି। ଦୀପକ ଚହର, ଲିୟାମ ଲିଭିଙ୍ଗଷ୍ଟୋନ, ଶ୍ରେୟସ ଆୟରଙ୍କ ପରି ତାରକା ଖେଳାଳି ମଧ୍ୟ ମହଙ୍ଗା ରହିଛନ୍ତି। କିନ୍ତୁ ମିଷ୍ଟର ଆଇପିଏଲ କୁହାଯାଉଥିବା ସୁରେଶ ରୈନାଙ୍କୁ କୌଣସି ଫ୍ରାଞ୍ଚାଇଜି କିଣି ନାହାନ୍ତି। ଆସନ୍ତୁ ଜାଣିବା ନିଲାମ ପରେ ସମସ୍ତ ଦଳର ସ୍ଥିତି। କେଉଁ ଖେଳାଳି କେଉଁ ଦଳକୁ ଗଲେ…

ଦିଲ୍ଲୀ କ୍ୟାପିଟାଲ୍ସ

ରିଟେନ ଖେଳାଳି- ଋଷଭ ପନ୍ତ, ଅକ୍ଷର ପଟେଲ, ପୃଥ୍ଵୀ ଶ, ଏନରିଚ ନୋର୍ତ୍ତଜେ।

ବ୍ୟାଟସମ୍ୟାନ/ଓ୍ଵିକେଟ୍ କିପର- ଡେଭିଡ୍ ଓ୍ଵାର୍ଣ୍ଣର, ଅଶ୍ଵିନ ହେବର, ସରଫରାଜ ଖାନ, କେଏସ ଭରତ, ମନ୍ଦୀପ ସିଂହ, ରୋଭମ୍ୟାନ ପାଓ୍ଵେଲ, ଟିମ୍ ସେଇଫର୍ଟ।

ଅଲରାଉଣ୍ଡର- ମିଚେଲ ମାର୍ଶ, ଶାର୍ଦ୍ଦୁଳ ଠାକୁର, କମଲେଶ ନାଗରକୋଟି, ଲଳିତ ଯାଦବ, ରିପଲ ପଟେଲ୍, ୟଶ ଧୁଲ, ପ୍ରବୀଣ ଦୁବେ।

ବୋଲର- ମୁସ୍ତାଫିଜୁର ରେହମାନ, କୁଲଦୀପ ଯାଦବ, ଖଲିଲ ଅହମ୍ମଦ, ଚେତନ ସକାରିଆ, ନାଥନ ଏଲିସ, ଭିକି ଓଷ୍ଟଓ୍ଵାଲ।

ମୋଟ୍ ଖେଳାଳି- ୨୪(୧୭ ଭାରତୀୟ, ୭ ବିଦେଶୀ)

ଚେନ୍ନାଇ ସୁପରକିଙ୍ଗ୍ସ

ରିଟେନ୍ ଖେଳାଳି- ରବୀନ୍ଦ୍ର ଜାଡେଜା, ଏମଏସ ଧୋନୀ, ଋତୁରାଜ ଗାଏକଓ୍ଵାଡ, ମୋଇନ ଅଲ୍ଲୀ।

ବ୍ୟାଟସମ୍ୟାନ/ଓ୍ଵିକେଟ୍ କିପର- ରବିନ ଉଥପ୍ପା, ଅମ୍ବତି ରାୟୁଡୁ, ଡେଭନ କନଓ୍ଵେ, ଶୁଭ୍ରାଂଶୁ ସେନାପତି, ହରି ନିଶାନ୍ତ, ଏନ ଜଗଦୀଶନ।

ଅଲରାଉଣ୍ଡର- ଡ୍ଵେନ ବ୍ରାଭୋ, ଶିବମ ଦୁବେ, ରାଜବର୍ଦ୍ଧନ ହେଙ୍ଗରଗେକର, ଡ୍ଵେନ ପ୍ରିଟୋରିୟସ, ମିଚେଲ ସାଣ୍ଟରନ, ପ୍ରଶାନ୍ତ ସୋଲାଙ୍କି, କ୍ରିସ ଜୋର୍ଡାନ, ଭଗତ ବର୍ମା।

ବୋଲର- ଦୀପକ ଚହର, କେଏମ ଆସିଫ, ତୁଷାର ଦେଶପାଣ୍ଡେ, ମହିଶ ତୀକ୍ଷ୍ଣା, ସିମରଜିତ ସିଂହ, ଆଡମ ମିଲନେ, ମୁକେଶ ଚୌଧୁରୀ।

ମୋଟ୍ ଖେଳାଳି- ୨୫(୧୭ ଭାରତୀୟ, ୮ ବିଦେଶୀ)

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର

ରିଟେନ୍ ଖେଳାଳି- ବିରାଟ କୋହଲି, ଗ୍ଲେନ ମ୍ୟାକ୍ସଓ୍ଵେଲ, ମହମ୍ମଦ ସିରାଜ।

ବ୍ୟାଟସମ୍ୟାନ/ଓ୍ଵିକେଟ୍  କିପର- ଫାଫ ଡୁପ୍ଲେସିସ୍, ଦିନେଶ କାର୍ତ୍ତିକ, ଅନୁଜ ରାଓ୍ଵତ, ଫିନ ଏଲନ, ଏଲ ସିସୋଦିଆ।

ଅଲରାଉଣ୍ଡର- ହର୍ଷଲ ପଟେଲ୍, ଓ୍ଵାନିନ୍ଦୁ ହସରଙ୍ଗା, ଶାହବାଜ ଅହମ୍ମଦ, ମହିପାଲ ଲୋମରୋର, ଶେରଫନ ରୋଦରଫୋର୍ଡ, ସୁୟଶ ପ୍ରଭୁଦେଶାଇ, ଅନିଶ୍ଵର ଗୌତମ,  ଡେଭିଡ୍ ଓ୍ଵିଲି।

ବୋଲର- ଆକାଶ ଦୀପ, ଜୋଶ ହେଜଲଉଡ, ଜାସନ ବେହରନଡୋର୍ଫ, ଚାମା ମିଲିନ୍ଦ, କର୍ଣ୍ଣ ଶର୍ମା, ସିଦ୍ଧାର୍ଥ କୌଲ।

କୋଲକାତା ନାଇଟ୍ ରାଇଡର୍ସ

ବ୍ୟାଟସମ୍ୟାନ/ଓ୍ଵିକେଟ୍ କିପର- ଶ୍ରେୟସ ଆୟର, ଶେଲଡନ କୋଟ୍ରେଲ, ଆଜିଙ୍କ୍ୟ ରାହାଣେ, ରିଙ୍କୁ ସିଂହ, ବାବା ଇନ୍ଦ୍ରଜିତ, ଅଭିଜିତ ତୋମାର, ସାମ ବିଲିଙ୍ଗ୍ସ, ଆଲେକ୍ସ ହେଲ୍ସ।

ଅଲରାଉଣ୍ଡର- ପାଟ୍ କମିନ୍ସ, ନୀତିଶ ରାଣା, ଶିବମ ମାଭି, ଅନୁକୁଲ ରୟ, ଚମିକା କରୁଣାରତ୍ନେ, ପ୍ରଥମ ସିଂହ, ରମେଶ କୁମାର, ମହମ୍ମଦ ନବି, ଅମନ ହକିମ ଖାନ।

ରିଟେନ୍ ଖେଳାଳି- ଆନ୍ଦ୍ରେ ରସେଲ, ବରୁଣ ସିଭି, ଭେଙ୍କଟେଶ ଆୟର, ସୁନିଲ ନାରିନ।

ବୋଲର- ରାଶିଖ ଡାର, ଅଶୋକ ଶର୍ମା, ଟିମ୍ ସାଉଦି, ଉମେଶ ଯାଦବ।

ମୁମ୍ବାଇ ଇଣ୍ଡିଆନ୍ସ

ରିଟେନ୍ ଖେଳାଳି- ରୋହିତ ଶର୍ମା, ଯଶପ୍ରୀତ ବୁମରା, ସୂର୍ଯ୍ୟକୁମାର ଯାଦବ, କିରେନ ପୋଲାର୍ଡ।

ବ୍ୟାଟସମ୍ୟାନ/ଓ୍ଵିକେଟ୍ କିପର- ଇଶାନ କିଷନ, ଡେଭାଲ୍ଡ ବ୍ରେଭିସ୍, ଅନମୋଲପ୍ରୀତ ସିଂହ, ରାହୁଲ ବୃଦ୍ଧି, ଆର୍ଯ୍ୟନ ଜୁଆଲ।

ଅଲରାଉଣ୍ଡର- ଏନ ତିଳକ ବର୍ମା, ସଞ୍ଜୟ ଯାଦବ, ଜୋଫ୍ରା ଆର୍ଚର, ଡାନିଏଲ ସାମ୍ସ, ଟିମ୍ ଡେଭିଡ୍, ଅରଶଦ ଖାନ, ରମଣଦୀପ ସିଂହ, ଋତିକ ଶୌକିନ, ଅର୍ଜୁନ ତେନ୍ଦୁଲକର, ଫାବିଆନ ଆଲେନ।

ବୋଲର- ବାସିଲ ଥମ୍ପି, ମୁରୁଗାନ ଅଶ୍ଵିନ, ଜୟଦେବ ଉନାଦକତ, ମୟଙ୍କ ମାର୍କେଣ୍ଡ, ଟାଇମଲ ମିଲ୍ସ, ରିଲେ ମେଡେରିଥ।

ମୋଟ୍ ଖେଳାଳି-(୧୭ ଭାରତୀୟ, ୮ ବିଦେଶୀ)

ରାଜସ୍ଥାନ ରୟାଲ୍ସ

ରିଟେନ୍ ଖେଳାଳି- ସଞ୍ଜୁ ସାମସନ, ଜୋସ ବଟଲର, ଯଶସ୍ଵୀ ଜୟସଓ୍ଵାଲ।

ବ୍ୟାଟସମ୍ୟାନ/ଓ୍ଵିକେଟ୍ କିପର- ସିମରନ ହେଟମାୟର, ଦେବଦତ୍ତ ପାଡିକଲ, କରୁଣ ନାୟର, ଧ୍ରୁବ ଜୁରେଲ, ରସି ଭାନ ଡର ଡସେନ।

ଅଲରାଉଣ୍ଡର- ରବିଚନ୍ଦ୍ରନ ଅଶ୍ଵିନ, ରିୟାନ ପରାଗ, ଅନୁନୟ ସିଂହ, ଶୁଭମ ଗଢଓ୍ଵାଲ, ଜିମି ନିଶାନ।

ବୋଲର- ଟ୍ରେଣ୍ଟ ବୋଲ୍ଡ, ପ୍ରସିଦ୍ଧ କୃଷ୍ଣା, ୟୁଜବେନ୍ଦ୍ର ଚହଲ, କେସି କରିୟପ୍ପା, ନବଦୀପ ସାଇନି, ଓବେଦ ମ୍ୟାକକେୟ, କୁଲଦୀପ ସେନ, ତେସଜ ବରୋକା, କୁଲଦୀପ ଯାଦବ, ନାଥନ କୁଲଟର ନାଇଲ, ଡେରିଲ ମିଚେଲ୍।

ମୋଟ୍ ଖେଳାଳି- ୨୪(୧୬ ଭାରତୀୟ, ୮ ବିଦେଶୀ)

ପଞ୍ଜାବ କିଙ୍ଗ୍ସ

ରିଟେନ୍ ଖେଳାଳି- ମୟଙ୍କ ଅଗ୍ରଓ୍ଵାଲ, ଅର୍ଶଦୀପ ସିଂହ।

ବ୍ୟାଟସମ୍ୟାନ/ଓ୍ଵିକେଟ୍ କିପର- ଶିଖର ଧାଓ୍ଵନ, ଜୋନି ବେୟାରଷ୍ଟୋ, ପ୍ରଭସିମରନ ସିଂହ, ଜିତେଶ ଶର୍ମା, ଭାନୁକା ରାଜପକ୍ଷ।

ଅଲରାଉଣ୍ଡର- ଶାହରୁଖ ଖାନ, ହରପ୍ରୀତ ବରାଡ, ଲିୟାମ ଲିଭିଙ୍ଗଷ୍ଟୋନ, ଓଡିୟମ ସ୍ମିଥ୍, ରାଜ ଅଙ୍ଗଦ ବାଭା, ଋଷି ଧଓ୍ଵନ, ପ୍ରେରକ ମାଙ୍କଡ, ରିତିକ  ଚାଟାର୍ଜୀ, ବଲତେଜ ଢାଣ୍ଡା, ଅଂଶ ପଟେଲ୍, ଅର୍ଥବ ତାଇଡେ, ବେନି ହାଭେଲ।

ବୋଲର- କାଗିସୋ ରାବଡା, ରାହୁଲ ଚହର, ଇଶାନ ପୋରେଲ, ସନ୍ଦୀପ ଶର୍ମା, ବୈଭବ ଅରୋଡା।

ମୋଟ୍ ଖେଳାଳି- ୨୫(୧୮ ଭାରତୀୟ, ୭ ବିଦେଶୀ)

ସନରାଇଜର୍ସ ହାଇଦ୍ରାବାଦ

ରିଟେନ୍ ଖେଳାଳି- କେନ ଓ୍ଵିଲିୟମସନ, ଅବଦୁଲ ସାମଦ, ଉମରାନ ମଲିକ।

ବ୍ୟାଟସମ୍ୟାନ/ଅଲରାଉଣ୍ଡର- ନିକୋଲାସ ପୁରନ, ପ୍ରିୟମ ଗର୍ଗ, ରାହୁଲ ତ୍ରିପାଠୀ, ଆଡମ ମାର୍କରାମ, ଆର ସମର୍ଥ, ବିଷ୍ଣୁ ବିନୋଦ, ଗ୍ଲେନ ଫିଲିପ୍ସ।

ଅଲରାଉଣ୍ଡର- ଓ୍ଵାଶିଂଟନ ସୁନ୍ଦର, ଅଭିଷେକ ଶର୍ମା, ମାର୍କୋ ଜେନସନ, ରୋମାରିଓ ଶେଫର୍ଡ, ସିନ ଏବଟ, ଶଶାଙ୍କ ସିଂହ, ସୌରଭ ଦୁବେ।

ବୋଲର- ଟି ନଟରାଜନ, ଭୁବନେଶ୍ଵର କୁମାର, କାର୍ତ୍ତିକ ତ୍ୟାଗୀ, ଶ୍ରେୟସ ଗୋପାଲ, ଜେ ସୁଚିତ, ଫଜଲହକ ଫାରୁକି।

ମୋଟ୍ ଖେଳାଳି- ୨୩(୧୫ ଭାରତୀୟ, ୮ ବିଦେଶୀ)

ଲକ୍ଷ୍ନୌ ସୁପର ଜାୟଣ୍ଟସ

ଡ୍ରାଫ୍ଟ କରାଯାଇଥିବା ଖେଳାଳି- କେଏଲ ରାହୁଲ, ମାର୍କସ ଷ୍ଟୋଇନିସ, ରବି ବିଶ୍ନୋଇ।

ବ୍ୟାଟସମ୍ୟାନ/ଓ୍ଵିକେଟ୍ କିପର- କ୍ଵିଣ୍ଟନ ଡିକକ୍, ମନୀଷ ପାଣ୍ଡେ, ମନନ ବୋହରା, ଏଭିନ ଲୁଇସ୍।

ଅଲରାଉଣ୍ଡର- ଜାସନ ହୋଲଡର, ଦୀପକ ହୁଡ୍ଡା, କୃଣାଲ ପାଣ୍ଡ୍ୟା, କେ ଗୌତମ, ଆୟୁଷ ବଡୋନୀ, କାଇଲ ମେୟର୍ସ, କରଣ ଶର୍ମା।

ବୋଲର- ମାର୍କ ଉଡ, ଅଭେଶ ଖାନ, ଅଙ୍କିତ ରାଜପୁତ, ଦୁଷ୍ମନ୍ତା ଚାମିରା, ଶାହବାଜ ନଦୀମ, ମୋହସିନ ଖାନ, ମୟଙ୍କ ଯାଦବ।

ମୋଟ୍ ଖେଳାଳି- ୨୧(୧୪ ଭାରତୀୟ, ୭ ବିଦେଶୀ)

ଗୁଜରାଟ ଟାଇଟନ୍ସ

ଡ୍ରାଫ୍ଟ କରାଯାଇଥିବା ଖେଳାଳି- ହାର୍ଦ୍ଦିକ ପାଣ୍ଡ୍ୟା, ରଶିଦ ଖାନ, ଶୁଭମାନ ଗିଲ୍।

ବ୍ୟାଟସମ୍ୟାନ/ଓ୍ଵିକେଟ୍ କିପର- ଜାସନ ରୟ, ଅଭିନବ ସଦରଙ୍ଗାନୀ, ଡେଭିଡ୍ ମିଲର, ରିଦ୍ଧିମାନ ଶାହ, ମେଥ୍ୟୁ ଓ୍ଵାଦେ।

ଅଲରାଉଣ୍ଡର- ରାହୁଲ ତେଓ୍ଵତିଆ, ଡୋମିନିକ ଡ୍ରେକ୍ସ, ଜୟନ୍ତ ଯାଦବ, ବିଜୟ ଶଙ୍କର, ଦର୍ଶନ ନାଲକାଣ୍ଡେ, ଗୁରକିରତ ସିଂହ ମାନ, ସାଇ ସୁଦର୍ଶନ।

ବୋଲର-ମହମ୍ମଦ ଶାମି, ଲୋକି  ଫର୍ଗ୍ୟୁସନ, ନୁର ଅହମ୍ମଦ, ଆର ସାଇ କିଶୋର, ୟଶ ଦଲାଲ, ଅଲଜାରୀ ଯୋଶେଫ, ପ୍ରଦୀପ ସାଙ୍ଗଓ୍ଵାନ, ବରୁଣ ଆରୋନ।

ମୋଟ୍ ଖେଳାଳି- ୨୩(୧୫ ଭାରତୀୟ ଖେଳାଳି, ୮ ବିଦେଶୀ)

Spread the love