ଖବର ପ୍ରଚାର ପରେ ବନ୍ଦ କରିଲା IT କମ୍ପାନୀ

ଭୁବନେଶ୍ୱର, ୨୩/୦୩: ଖବର ପ୍ରସାର ହେଲାପରେ ସ୍ୱତନ୍ତ୍ର ପୋଲିସ ପ୍ରଶାସନଙ୍କ ତତ୍ପର ହୋଇ ଗଠନ ହୋଇଥିବା ଟିମ ଚଢ଼ାଉ କରି ସରକାରୀ ନିୟମ ଅନୁସାରେ ଖୁଲମ ଖୋଲା ବମିଖାଲ ଅଂଚଳରେ ଥିବା Imerit technology services pvt.Ltd କମ୍ପାନୀକୁ ବନ୍ଦ କରିଦେଇଛି। ଚଢ଼ାଉ ବେଳେ କମ୍ପାନୀର କୌଣସି ଉଚ୍ଚଅଧିକାରୀ ନଥିଲେ କେବଳ କିଛି କର୍ମଚାରୀ ଏବଂ ନିୟୋଜିତ ପିଲାଙ୍କୁ ଉଦ୍ଧାର କରିଥିଲା।   କୋରାନ ଭାଇରସ ଦେଖି ଓଡିଶାବାସୀ କିପରି ସୁରକ୍ଷିତ ହୋଇପାରିବେ  ସେଥିପାଇଁ  ମାର୍ଚ୍ଚ 31ପଯ୍ୟନ୍ତ  ସ୍କୁଲ,  College ଓ ବଡ ଛୋଟ କମ୍ପାନୀ ମାନଙ୍କୁ ବନ୍ଦ ରଖିବାକୁ ନିର୍ଦେଶ ହୋଇଛି । ଯେଉଁ କମ୍ପାନୀମନେ ଏ ନିୟମ   ପାଳନ ନ କରିବେ  ଜୋରିମାନା ଓ କଠୋର ଦଣ୍ଡରେ ଦଣ୍ଡିତ ହୋଇପାରନ୍ତି।

 ପ୍ରାପ୍ତ ସୂଚନା ଅନୁସାରେ Imerit technology services pvt.Ltd କମ୍ପାନୀରେ କର୍ମଚାରୀକୁ ବାଧ୍ୟତାମୂଳକ ଆସିବାକୁ କୁହାଯାଉଥିଲା।

Spread the love