IT କମ୍ପାନୀ ବେକ୍ଷେତାରୀ କଲା ପ୍ରଶାସନ ନିୟମ: ପଦକ୍ଷେବ କେବେ ?

ଭୁବନେଶ୍ୱର :- ସଚେତନ ହିଁ କୋରାନ ଭାଇରସ ଠାରୁ ସୁରକ୍ଷିତ ଦୂରତା ଅବଲମ୍ବ କରିପାରିବ। । ସାରା ବିଶ୍ୱକୁ ମହାମାରୀ କୋରାନ ଭାଇରସ ଆତଙ୍କ ଖେଳିଥିବା ବେଳେ ସରକାରଙ୍କ ନିୟମକୁ ଅଣଦେଖା କରି ଆଖିତଳେ ଲୁଚେଇ ଚଲାଇଛନ୍ତି ଏକମାତ୍ର IT କମ୍ପାନୀ ଅଫିସ imerit technology services pvt.Ltd ବମିଖାଲ ଏରିଆ ଖୋଲା ରଖି ଏହା ଆଖି ଆଡରୁ ଦୁରେଇ ଥିବାରୁ ଏ IT କମ୍ପାନୀ ସକାଳ ଏବଂ ଦିନ ଦିପହର ଓ ପୁରା ରାତ୍ରି ଏହା IT କମ୍ପାନୀ 3 ଗୋଟି ପାଳି ଅନୁସାରେ 300ରୁ ଅଧିକ ନିୟୋଜିତ କର୍ମଚାରୀକୁ ଖଟାଇଥିବାର ନେଇ ପ୍ରଶ୍ନ ଉଠୁଛି କିନ୍ତୁ ପ୍ରଶାସନ ସବୁ ଏକତ୍ର ଓ ଦୂରତା ହେବାକୁ ରାଜଧାନୀରେ ବହୁ ଅଫିସଗୁଡିକ ବନ୍ଦ ରଖିଥିବା ବେଳେ ଏ IT କମ୍ପାନୀ କିପରି ରୁମରେ ଏକାଠି 50ଜଣ ନିୟୋଜିତ କର୍ମଚାରୀ ପିଲାକୁ କାଯ୍ୟ କରୁଛନ୍ତି ।

ଏ ବିପଦ ସମୟରେ ସରକାରଙ୍କ ନିୟମ ଅନୁସାରେ ନିଜେ କିପରି ସୁରକ୍ଷିତ ହୋଈ ଅନ୍ୟକୁ କିପରି ଅଚେତନା କରିବା. ଏହା କଣ ଏପରି ହେବା IT କମ୍ପାନୀକୁ ସଚେତନ ଉଚିତ ପଦକ୍ଷେପ କି ?? ପ୍ରଶାସନ ଦୁଷ୍ଟିରେ କିପରି ନିୟଜିତ କର୍ମଚାରୀ ପିଲାଙ୍କୁ ସୁରକ୍ଷିତ ରହିବେ ପଦକ୍ଷେପ ନେବା ଉଚିତ..ଏହି IT କମ୍ପାନୀ ଉଚ୍ଚ ପଦଆଦିକାରୀ ବିରୋଧରେ କାର୍ଯ୍ୟ ଅନୁଷ୍ଠାନ ହେବା ଉଚିତ??.

Spread the love