ଲୋକପ୍ରିୟ ହେବାରେ ଲାଗିଛି କାହିଁ କେତେ ଦୂର ତୋ ସିଂହ ଦୁଆର

ଭୁବନେଶ୍ୱର, କରୋନା କବଳରେ ସାରା ଓଡିଶା ତ୍ରାହିତ୍ରାହି ଜଗନ୍ନାଥ ଡାକ ଛାଡୁଛି। ଏପରି ସମୟରେ ଭଗବାନ ହିଁ ଭରସା। ତେବେ ଏହି ସମୟରେ ଲୋକପ୍ରିୟ ସଂଗୀତ ନିର୍ଦେଶକ ପବିତ୍ର ପଟ୍ଟନାୟକଙ୍କ ବଳିଷ୍ଟ ନିର୍ଦେଶନା ଓ ଅନ୍ତରା ଚକ୍ରବର୍ତ୍ତିଙ୍କ କଣ୍ଠରେ ଖୋବ ଭାଇରଲ ହେଉଛି କାହିଁ କେତେ ଦୂର ତୋ ସିଂହ ଦୁଆର । ବିଶେଷ କରି ପଶ୍ଚିମ ଓଡିଶାରେ ଭାଇରାଲ ହେଇଛି ଜଗନ୍ନାଥ ଭଜନ ” କାହିଁ କେତେ ଦୂର ତୋ ସିଂହ ଦୁଆର। ଗୀତ ଲେଖିଛନ୍ତି ଗୀତିକାର ଅରୁଣ ମନ୍ତ୍ରୀ ଓ ସଂଗୀତ ରେ ସଜେଇଛନ୍ତି ଲୋକପ୍ରିୟ ସଂଗୀତ ନିର୍ଦେଶକ ପବିତ୍ର ପଟ୍ଟନାୟକ। ଓଡିଆ ଭକ୍ତି ସାଗର ଚ୍ୟାନେଲରେ ଗୀତ ଟି ରିଲିଜ୍  ହୋଇଥିଲା । ପଶ୍ଚିମ ଓଡିଶାର ଘରେଘରେ ମଧ୍ୟ ବୋଲାଯାଉଛି । ଘରେ ଘରେ ମଧ୍ୟ ଲୋକମାନେ ଗାଉଛନ୍ତି ।

Spread the love