Jai ଭାଇଙ୍କ familyର ଗୋପନ ତଥ୍ୟ ଜାଣିନଥିଲେ ପଢନ୍ତୁ…

ଓଲିଉଡ଼ କମେଡି କିଙ୍ଗ ଜଇ ଙ୍କୁ ତ ନିଶ୍ଚିତ ଭାବରେ ଦେଖିଥିବେ | ତାଙ୍କର ଜବରଦସ୍ତ କମେଡି ମଧ୍ୟ ଆପଣମାନେ ନିଶ୍ଚିତ ଭାବରେ ଦେଖିଥିବେ | ତେବେ ଜଇ ଙ୍କର ପ୍ରକୃତ ନାମ ହେଉଛି ଜଇ ରାମ ସାମଲ | 1948 ମସିହାରେ କଟକ ଜିଲ୍ଲାର ମହଂଗା ଗ୍ରାମରେ ସେ ଜନ୍ମ ଗ୍ରହଣ କରିଥିଲେ ବର୍ତମାନ ସମୟରେ ତାଙ୍କର ବୟସ ହେଉଛି 72 ବର୍ଷ ବୟସ |1970 ମସିହାରେ ସେ ଚଳଚିତ୍ର ଜଗତରେ ପ୍ରଥମଥର ପାଦ ଦେଇଥିଲେ | ବର୍ତମାନ ସମୟରେ ସେ 300ଟି ଚଳଚିତ୍ରରେ କାମ କରିସାରିଛନ୍ତି | ଏହା ଛଡା ଅନେକ ନାଟକରେ ମଧ୍ୟ ସେ ତାଙ୍କ କମେଡି ର ଯାଦୁ ଦେଖେଇ ସାରିଛନ୍ତି | ଏହା ଛଡା ଯଦି ଆପଣମାନେ ଦେଖିବେ 2008 ମସିହାରେ ତାଙ୍କୁ ଚଳଚିତ୍ର ଜଗତରେ 30 ବର୍ଷ ପୁରିଥିଲା ଏବଂ ସେଥିପାଇଁ ତାଙ୍କୁ ଲାଇଫ ଟାଇମ ଏଛିଭମେଣ୍ଟ ପୁରସ୍କାର ମଧ୍ୟ ଦିଅ ଯାଇଥିଲା | ସେ ଥିଲେ ଜଣେ ଓଡ଼ିଆ ଫିଲ୍ମ ର କମେଡିଆନ ଯାହା ଦ୍ୱାରା ସେ ଓଡିଶା ର ଲୋକମାନଙ୍କ ମୁହଁରେ ହସ ଫୁଟେଇପାରୁଥିଲେ | ତେବେ ଦର୍ଶକବନ୍ଧୁ ଆପଣମାନେ ଏ ଫୋଟୋ ରେ ତାଙ୍କ ନାତୁଣୀ ଙ୍କୁ ଦେଖିପାରୁଥିବେ ଓ ତାଙ୍କର ନାମ ହେଉଛି ଅନିତା ସାମଲ ଓ ଅନିତା ଖୁବ ଶୀଘ୍ର ଓଲିଉଡ଼ ଇଣ୍ଡଷ୍ଟ୍ରି ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି | ବର୍ତମାନ ସମୟରେ ଅନିତା ସୋସିଆଲ ମିଡିଆରେ ଆକ୍ଟିଭ ରହିବାର ନଜର ଆସୁଛନ୍ତି ତେବେ ବନ୍ଧୁଗଣ ଆପଣମାନଙ୍କୁ କଣ ଲାଗୁଛି ଅନିତା ଆଗକୁ କେଉଁ ଫିଲ୍ମ ରେ ନଜର ଆସିବେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଭାବରେ ଜଣାଇବେ |

Spread the love