ହଟିଲେ ଜଳେଶ୍ଵର ଆଇଆଇସି ପ୍ରଜ୍ଞା ମହାନ୍ତି, ରୋଜାଲିନ ବେହେରା ନେବେ ଦାୟିତ୍ଵ

ଜଳେଶ୍ଵର ୨୧।୧୨: ଜଳେଶ୍ଵର ଥାନାରୁ ହଟିଲେ ଆଇଆଇସି ପ୍ରଜ୍ଞା ମହାନ୍ତି। ଅନେକ ବିବାଦରେ ଛନ୍ଦି  ହୋଇପଡିଥିଲେ ପ୍ରଜ୍ଞା ମହାନ୍ତି।  ବାଲେଶ୍ଵର ଡିଆଇବିକୁ ତାଙ୍କର ବଦଳି ହୋଇଛି।  ତାଙ୍କ ସ୍ଥାନରେ ଜଳେଶ୍ଵର ଆଇଆଇସି ହେବେ ରୋଜାଲିନ ବେହେରା।

Spread the love