ଜାଲିଆତି କରି ଜାଗା ବିକିଲେ : ଫସିଲେ ମଧ୍ୟସ୍ତି

ଭୁବନେଶ୍ୱର, ୩୦/୪: ରାଜଧାନୀ ଭୁବନେଶ୍ୱର ରେ ଜାଗା କିଣୁଛନ୍ତି କି ସାବଧାନ। ନହଲେ ଠକମିର ଶିକାର ହୋଇ ପାରନ୍ତି । ଏମିତି ତ ଅନେକ ନଜିର ରହିଛି। ହେଲେ ପୁଣି ଏକ ଜମି ଜାଲିଆତି ଭଳି  ସଙ୍ଗିନ ଅଭିଯୋଗ ସାମ୍ନା କୁ ଆସିଛି।

ପ୍ରକାଶ ଯେ,  ପାଣ୍ଡାର ଅଂଚଳରେ ଥିବା ପ୍ଲଟ ନମ୍ବର -3983 ର କିଛି ଅଂଶ ପ୍ରଶାନ୍ତ କୁମାର ସାହୁ ବିକ୍ରି କରି ଥିଲେ।  ସନ୍ତୋଷ କୁମାର ପଣ୍ଡାଙ୍କୁ ଏହି ପ୍ଲଟଟିକୁ କିଣି ସରିଲା ପରେ ପଟା ବାହାରି ପଡିଲା।  କିନ୍ତୁ କୌଣସି କାରଣ ଯୋଗୁ ଏହି ପ୍ଲଟକୁ ଜାଲିଆତି କରି ବିକ୍ରି କରିଛନ୍ତି ବୋଲି ଶୁଣି ସଂଜୀତ କୁମାର ମହାନ୍ତି ମାନ୍ୟବର କୋର୍ଟ ସାହାଯ୍ୟ ନେଇ ନୂଆ ପଟା ପାଇଥିବା ଜମି ଏବଂ କିଣି ଥିବା ମାଲିକ ସନ୍ତୋଷ କୁମାର ପଣ୍ଡା ଏବଂ ଜାଲିଆତିରେ ଜମି ବିକ୍ରି କରି ପ୍ରଶାନ୍ତ କୁମାର ସାହୁ ନାମରେ ନୋଟିସ ପଠାଇଥିଲେ।  ହେଲେ ଆପୋଷ ବୁଝାମଣ।

ନ ହେବାରୁ ବିଚାର ବିଭାଗକୁ ହାତକୁ ଯାଇଛି।  ମଞ୍ଚେଶ୍ୱର ଥାନା ଦ୍ଵାରା ଏବଂ ଖଣ୍ଡଗିରି ଥାନା ଦ୍ଵାରା ଡାକିବାର କାରଣ ବୁଝିହେଲାନି।  ଅନ୍ୟ ପକ୍ଷରେ  ବିଚାର ବିଭାଗକୁ ଥିଲା ସମୟରେ କୌଣସି ଦୁଇ ଗୋଟି ଥାନାରେ କେଶ ମାମଲା ରଖାଗଲା କିପରି। ସଂପୂଣ୍ୟ କୌଣସି ସ୍ଥାନରେ ମାଧ୍ୟ୍ୟସ୍ଥି ନାମ ଲେଖା ଯାଇନି ଏବଂ ପୋଲିସ ବାର ବାର ମଧ୍ୟ୍ୟସ୍ଥିକୁ ଥାନାକୁ ଡାକିବା କିଛି ବୁଝାପଡୁନି। ଏଠି ପ୍ରକୃତ ଦୋଷୀ କିଏ।

Spread the love