ଆଇନଜୀବୀ ଜୟନ୍ତ ଜେନାଙ୍କୁ ଲିଗାଲ କୋର୍ଡିନେଟର ଦାୟୀତ୍ୱ

ଭୁବନେଶ୍ୱର,୧୭/୧୦: ବାଲେଶ୍ୱର ଓ ତିର୍ତୋଲ ଉପନିର୍ବାଚନ ନିମନ୍ତେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଆଇନଜୀବୀ ଜୟନ୍ତ ଜେନାଙ୍କୁ ଲିଗାଲ କୋର୍ଡିନେଟର ଦାୟୀତ୍ୱ ପ୍ରଦାନ କରାଯାଇଛି। ସେ ଦଳପକ୍ଷରୁ ନିର୍ବାଚନ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହ ଆଲୋଚନା କରିବେ।

Spread the love