ଓଡ଼ିଆ Tv ସିରିୟଲ ଝିଲିର ଆକ୍ଟର ମାନେ ଗୋଟେ ଏପିସୋଡ କରିବା ପାଇଁ କେତେ ଟଙ୍କା ଦରମା ନିୟନ୍ତି ଜାଣନ୍ତୁ…

 ଜି ସାର୍ଥକରେ ପ୍ରସାରିତ ହେଉଥିବା ଝିଲି ଧାରାବାହିକ ନିଶ୍ଚିତ ଭାବରେ ଦେଖୁଥିବେ କିନ୍ତୁ ଆପଣମାନେ ଜାଣିଛନ୍ତି କି ଏହି ଧାରାବାହିକରେ ଅଭିନୟ କରୁଥିବା ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କର ଗୋଟେ ଦିନର ଦରମା କେତେ ଯଦି ଜାଣି ନାହାଁନ୍ତି ତେବେ ଆସନ୍ତୁ ଜାଣିବା।

ସମରେଶ: ସମରେଶ ଏହି ଧାରାବାହିକରେ ସିଦ୍ଧାର୍ଥଙ୍କ ଦାଦା ଭୂମିକାରେ ଅଭିନୟ କରୁଛନ୍ତି ଏବଂ ନିଜର ଅଭିନୟର ଯାଦୁରେ ଲୋକମାନଙ୍କର ମନରଞ୍ଜନ କରୁଛନ୍ତି। ତେବେ ସମରେଶ ଏହି ଧାରାବାହିକର ଗୋଟିଏ ଦିନର ସୁଟିଂ ପାଇଁ ୪ ହଜାର ଟଙ୍କା ନେଇଥାନ୍ତି।

ସୁଷମା: ସୁଷମା ଏହି ଧାରାବାହିକରେ ସିଦ୍ଧାର୍ଥଙ୍କ ଜେଜେମା ଭୂମିକାରେ ଖୁବ୍ ସୁନ୍ଦର ଅଭିନୟ କରୁଛନ୍ତି ଏବଂ ତାଙ୍କୁ ଆପଣମାନେ ଆଗରୁ ମଧ୍ୟ ବୋହୁତ ସାରା ଧାରାବାହିକରେ ଅଭିନୟ କରିଥିବାର ନିଶ୍ଚିତ ଭାବରେ ଦେଖିଥିବେ। ତେବେ ଦର୍ଶକ ବନ୍ଧୁ ସୁଷମା ଏହି ଧାରାବାହିକର ଗୋଟିଏ ଦିନର ସୁଟିଂ ପାଇଁ ୪ ହଜାର ୫ ଶହ ଟଙ୍କା ନେଇଥାନ୍ତି।

ସିଦ୍ଧେଶ୍ଵର: ସିଦ୍ଧେଶ୍ଵର ଏହି ଧାରାବାହିକରେ ସିଦ୍ଧାର୍ଥଙ୍କ ଜେଜେ ଭୂମିକାରେ ଅଭିନୟ କରୁଛନ୍ତି ଏବଂ ତାଙ୍କର ଜବରଦସ୍ତ ଅଭିନୟ ମଧ୍ୟ ଆପଣମାନେ ଅନେକ ଧାରାବାହିକ କିମ୍ବା ସୋ ରେ ନିଶ୍ଚିତ ଭାବରେ ଦେଖିଥିବେ। ତେବେ ଦର୍ଶକ ବନ୍ଧୁ ସିଦ୍ଧେଶ୍ଵର ଏହି ଧାରାବାହିକର ଗୋଟିଏ ଦିନର ସୁଟିଂ ପାଇଁ ୫ ହଜାର ଟଙ୍କା ନେଇଥାନ୍ତି।

ପ୍ରଭାତୀ: ପ୍ରଭାତୀ ଏହି ଧାରାବାହିକରେ ଝିଲିଙ୍କ ମା ଭୂମିକାରେ ଖୁବ୍ ସୁନ୍ଦର ଅଭିନୟ କରୁଛନ୍ତି ଏବଂ ତାଙ୍କର ଜବରଦସ୍ତ ଅଭିନୟ ମଧ୍ୟ ଦର୍ଶକମାନଙ୍କୁ ବେଶ୍ ପସନ୍ଦ ଆସୁଛି। ତେବେ ବନ୍ଧୁଗଣ ପ୍ରଭାତୀ ଏହି ଧାରାବାହିକର ଗୋଟିଏ ଦିନର ସୁଟିଂ ପାଇଁ ୩ ହଜାର ଟଙ୍କା ନେଇଥାନ୍ତି।

ସନ୍ଦୀପ: ସନ୍ଦୀପଙ୍କୁ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ଏବଂ ତାଙ୍କର ଜବରଦସ୍ତ ଅଭିନୟ ମଧ୍ୟ ଆପଣମାନେ ବୋହୁତ ସାରା ଧାରାବାହିକରେ ନିଶ୍ଚିତ ଭାବରେ ଦେଖିଥିବେ। ସନ୍ଦୀପ ଏହି ଧାରାବାହିକରେ ମଧ୍ୟ ଖୁବ୍ ସୁନ୍ଦର ଅଭିନୟ କରୁଛନ୍ତି ଏବଂ ଲୋକମାନଙ୍କ ମନ ଜିତୁଛନ୍ତି। ତେବେ ଦର୍ଶକ ବନ୍ଧୁ ସନ୍ଦୀପ ଏହି ଧାରାବାହିକର ଗୋଟିଏ ଦିନର ସୁଟିଂ ପାଇଁ ୨ ହଜାର ୫ ଶହ ଟଙ୍କା ନେଇଥାନ୍ତି।

ସୁନିତା: ସୁନିତାଙ୍କୁ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ଏବଂ ତାଙ୍କର ଜବରଦସ୍ତ ଅଭିନୟ ମଧ୍ୟ ଆପଣମାନେ ନିଶ୍ଚିତ ଭାବରେ ଦେଖିଥିବେ। ସୁନିତା ଏହି ଧାରାବାହିକରେ ସିଦ୍ଧାର୍ଥଙ୍କ ଭଉଣୀ ଭୂମିକାରେ ଖୁବ୍ ସୁନ୍ଦର ଅଭିନୟ କରୁଛନ୍ତି। ତେବେ ଦର୍ଶକ ବନ୍ଧୁ ସୁନିତା ଏହି ଧାରାବାହିକର ଗୋଟିଏ ଦିନର ସୁଟିଂ ପାଇଁ ୩ ହଜାର ଟଙ୍କା ନେଇଥାନ୍ତି।

ଏଲିନା: ଏଲିନାଙ୍କୁ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ସେ ଏହି ଧାରାବାହିକରେ ସିଦ୍ଧାର୍ଥଙ୍କ ଭଉଣୀ ଭୂମିକାରେ ଖୁବ୍ ସୁନ୍ଦର ଅଭିନୟ କରୁଛନ୍ତି। ତେବେ ଦର୍ଶକ ବନ୍ଧୁ ଏଲିନା ଏହି ଧାରାବାହିକର ଗୋଟିଏ ଦିନର ସୁଟିଂ ପାଇଁ ୩ ହଜାର ଟଙ୍କା ନେଇଥାନ୍ତି।

ହାପି: ହାପିଙ୍କୁ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ସେ ଏହି ଧାରାବାହିକରେ ସିଦ୍ଧାର୍ଥଙ୍କ ଭାଇ ଭୂମିକାରେ ଜବରଦସ୍ତ ଅଭିନୟ କରିଛନ୍ତି। ତେବେ ଦର୍ଶକ ବନ୍ଧୁ ହାପି ଏହି ଧାରାବାହିକର ଗୋଟିଏ ଦିନର ସୁଟିଂ ପାଇଁ ୨ ହଜାର ୫ ଶହ ଟଙ୍କା ନେଇଥାନ୍ତି।

ସିଦ୍ଧାର୍ଥ: ସିଦ୍ଧାର୍ଥଙ୍କୁ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ଏବଂ ତାଙ୍କର ଜବରଦସ୍ତ ଅଭିନୟ ମଧ୍ୟ ଆପଣମାନେ ବୋହୁତ ସାରା ଧାରାବାହିକରେ ନିଶ୍ଚିତ ଭାବରେ ଦେଖିଥିବେ। ସିଦ୍ଧାର୍ଥ ଏହି ଧାରାବାହିକରେ ମୁଖ୍ୟ ଅଭିନେତା ଭୂମିକାରେ ଅଭିନୟ କରୁଛନ୍ତି। ତେବେ ଦର୍ଶକ ବନ୍ଧୁ ସିଦ୍ଧାର୍ଥ ଏହି ଧାରାବାହିକର ଗୋଟିଏ ଦିନର ସୁଟିଂ ପାଇଁ ୮ ହଜାର ଟଙ୍କା ନେଇଥାନ୍ତି।

ଝିଲି: ଝିଲିଙ୍କର ଜବରଦସ୍ତ ଅଭିନୟ ଆପଣମାନେ ଏହି ଧାରାବାହିକରେ ନିଶ୍ଚିତ ଭାବରେ ଦେଖିଥିବେ ଆଉ ତାଙ୍କ ଅଭିନୟ ଦେଖି ଆପଣମାନେ ଖୁବ୍ ହସିଥିବେ ମଧ୍ୟ। ତେବେ ଦର୍ଶକ ବନ୍ଧୁ ଝିଲି ଏହି ଧାରାବାହିକର ଗୋଟିଏ ଦିନର ସୁଟିଂ ପାଇଁ ୬ ହଜାର ଟଙ୍କା ନେଇଥାନ୍ତି।

Spread the love