ବିଡିଓଙ୍କ ଦ୍ବାରା କମଳ ବଣ୍ଟନ

ସଇଁନ୍ତଲା, ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଗଣ୍ଡପତ୍ରାପାଲି ପଞ୍ଚାୟତ ଫପସି ନିକଟସ୍ଥ କୃଷ୍ଟା କଲୋନିରେ ସଇଁନ୍ତଲା ବିଡିଓ ଚନ୍ଦ୍ରମଣି ନାଗ ଓ ଗଣ୍ଡପତ୍ରାପାଲି ସରପଞ୍ଚ ମନିଶ ସୁନାଙ୍କ ପ୍ରୟାସରେ କଲୋନୀରେ ଥିବା କୃଷ୍ଟ ରୋଗୀ ମାନଙ୍କୁ ଆଜି ରୋଗୀ ମାନଙ୍କୁ ଆଜି କମଳ ବଣ୍ଟନ କରଯାଇଛି।

ତେବେ ଆଶ୍ରମ ରେ ଥିବା କୃଷ୍ଟା ରୋଗୀ ମାନେ କଲୋନୀ ପରିସରରେ ଏକ କଲ୍ୟାଣ ମଣ୍ଡପ ପାଇଁ ବିଡିଓ ଙ୍କ ଠାରେ ଗୁହାରି କରିଥିଲେ ବିଡିଓ ନାଗ ଅତିଶୀଘ୍ର କଲୋନୀ ପରିସରରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ।କାର୍ଯ୍ୟକ୍ରମରେ ବ୍ଲକ ସମାଜିକ ସୁରକ୍ଷା କର୍ମୀ ସଂଗ୍ରାମ ମିଶ୍ର ଓ ସମାଜ ସେବୀ ରଞ୍ଜନ ପାତ୍ର ଉପସ୍ଥିତ ଥିଲେ।

Spread the love