ଫୋନି ପୀଡିତଙ୍କ ପାଇଁ ସହାୟତାର ହାତ ବଢାଇଲା କର୍ଣ୍ଣାଟକ

ଆଜି ବାତ୍ୟା ଫୋନି ପୀଡିତଙ୍କୁ ସାହାଯ୍ୟ ପାଇଁ ୧୦ କୋଟି ଟଙ୍କାର ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ୱାମୀ । ପୂର୍ବରୁ ଉତ୍ତରପ୍ରଦେଶ, ଛତିଶଗଡ, ଗୁଜୁରାଟ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେ. ତାମିଲନାଡୁ ଓଡିଶାକୁ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି ।

ଭୟଙ୍କର ସାମୁଦ୍ରିକ ଝଡ ଫୋନିର ପ୍ରଭାବରେ ଉଜୁଡିଯାଇଛି ଅଧା ଓଡିଶା । ପୁଣି ଥରେ ଅଣ୍ଟା ସଳଖିବା ପାଇଁ ଓଡିଶା ଜୋରଦାର ପ୍ରୟାସ କରୁଥିବା ବେଳେ ବିଭିନ୍ନ ରାଜ୍ୟ ବଢାଉଛନ୍ତି ସହାୟତାର ହାତ

Spread the love