ଆସନ୍ତାକାଲି କାଶୀ ବିଶ୍ୱନାଥ ମନ୍ଦିର କରିଡର ଉଦଘାଟନ କରିବେ ମୋଦି: ଦେଖନ୍ତୁ କିଛି ମନମୁଗ୍ଧକର ଫଟୋ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା କାଲି ବାରଣାସୀରେ ଥିବା କାଶୀ ବିଶ୍ୱନାଥ ମନ୍ଦିର କରିଡର ଶୁଭ ଉଦଘାଟନ କରିବେ। ଏହାଦ୍ୱାରା ବାରାଣାସୀରେ ପର୍ଯ୍ୟଟନର ବିକାଶ ଘଟିବ ବୋଲି ଆଶା କରାଯାଉଛି। ଆସନ୍ତା ବର୍ଷ ଉତ୍ତରପ୍ରଦେଶର ସାଧାରଣ ନିର୍ବାଚନ ପୂର୍ବରୁ ଐତିହାସିକ କାଶୀ ବିଶ୍ୱନାଥ ମନ୍ଦିର କରିଡର ଲୋକାର୍ପଣ ୧୩ ଡିସେମ୍ବର ୨୦୨୧ରେ ହେବାକୁ ଯାଉଛି। ମନ୍ଦିରର ପ୍ରବେଶ ଦ୍ୱାରରେ ପଥର ଓ ଅନ୍ୟ ସାମଗ୍ରୀ ଦ୍ୱାରା ହସ୍ତଶିଳ୍ପ କାରିଗରି ଦ୍ୱାରା ସୁନ୍ଦର ଭାବେ ସୁସଜ୍ଜିତ ହୋଇଛି।

 

 

 

 

Spread the love