କେନିଆରେ ଭୟଙ୍କର ଦୁର୍ଘଟଣା, ୪୮ ମୃତ

କେନିଆ: କେନିଆରେ ଭୟଙ୍କର ମର୍ମନ୍ତୁଦ ଦୁର୍ଘଟଣା, ଭାରସାମ୍ୟ ହରାଇ ଟ୍ରକର ସିରିଜ ଦୁର୍ଘଟଣା, ୪୮ ମୃତ ଓ ୩୦ ଗୁରୁତର, ବ୍ୟସ୍ତବହୁଳ ସହର କେରିଚ ଓ ନାକୁରୁ ମଝିରେ ଦୁର୍ଘଟଣା, ଭ୍ୟାନକୁ ପିଟିବା ପରେ ଲୋକଙ୍କ ଉପରେ ଚଢ଼ିଗଲା ଟ୍ରକ୍‌।

Spread the love