ଭୁବନେଶ୍ୱରରେ ଜାଗା ଦେବାକୁ କହି ୮୦ ଲକ୍ଷ ଠକେଇ

ଭୁବନେଶ୍ବର, ୧୯/୦୬: ଭୁବନେଶ୍ବରରେ ଜାଗା ଦେବାକୁ କହି ଠକେଇ । ୮୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଜଣକୁ ଗରିଫ କରିଛି ପୋଲିସ୍‌ । ଠକ ରାଜ କିଶୋର ଦାଶଙ୍କୁ ଗିରଫ କଲା ଖାରବେଳ ନଗର ଥାନା ପୋଲିସ । ଜଣେ ଆର୍ମି ଅଫିସରକୁ ଜାଗା ଦେବାକୁ କହି ଠକେଇ କରିଥିଲା ଠକ ରାଜ କିଶୋର । ଠକ ଜଣଙ୍କ ବାପା ସମ୍ପତ୍ତିକୁ ନିଜ ନାମରେ ଥିବା କହି ବିକ୍ରି କରିଥିଲା ତେବେ ପୌତୃକ ସମ୍ପତ୍ତି ୫ ଜଣଙ୍କ ନାମରେ ସେୟାର ଥିବା ତଦନ୍ତ ବେଳେ ଜଣା ପଡିଥିଲା ।

Spread the love