ମହିନ୍ଦ୍ରା ଫାଷ୍ଟ ଚଏସ୍ ହିଲ୍‌ସର ନୂଆ ଡିଲରଶିପ

ଭୁବନେଶ୍ୱର : ଦେଶର  ଅଗ୍ରଣୀ ମଲ୍ଟି ବ୍ରାଣ୍ଡ୍ ୟୁକ୍ତ କାର କମ୍ପାନି cars of ମହିନ୍ଦ୍ରା ଫାଷ୍ଟ ଚଏସ୍ ହିଲ୍ସ ଲିମିଟେଡ (ଏମ୍ଏଫ୍ସିଡବ୍ଲ୍ୟୁଏଲ୍) ସ୍ଥାନୀୟ ପାଣ୍ଡରା ଛକ ନିକଟରେ ନୂଆ ଡିଲରଶିପ ‘ସିଆ କାର ଚଏସ’ର ଶୁଭାରମ୍ଭ କରିଛି । କମ୍ପାନିର ନେଟୱର୍କ ଡେଭଲପମେଣ୍ଟ ଜାତୀୟ ବିକ୍ରି ମୁଖ୍ୟ ଅମିତ ଶାହ, ଆଞ୍ଚଳିକ ପ୍ରବନ୍ଧକ ସୁଜନ ଚାଟାର୍ଜୀ, ଡିଲର ପ୍ରିନ୍ସପାଲ ନିରଞ୍ଜନ ପରିତା ପ୍ରମୁଖ ଉପସ୍ଥିତ ରହି ଏହାର ଉନ୍ମୋଚନ କରିଥିଲେ। ଏଠାରେ ଗ୍ରାହକମାନେ ବିଭିନ୍ନ କମ୍ପାନିର ବ୍ୟବହାର ହୋଇଥିବା (ୟୁକ୍ତ) କାର ଲାଭ କରିପାରିବେ।

ଗ୍ରାହକଙ୍କୁ ମହିନ୍ଦ୍ରାର ବିଶ୍ଵାସ ସହ ଶତପ୍ରତିଶତ ସୁବିଧାଯୁକ୍ତ ଓନରଶିପ ପ୍ରଦାନ ଦିଗରେ କାର୍ଯ୍ୟ କରୁଛି । ଏଠାରେ ସ୍ଥାନ ଏକ୍ସଚେଞ୍ଜ ନୂଆ ଷ୍ଟୋର ବାଦ ଗ୍ରାହକମାନେ ଆମର ଅନ୍‌ଲାଇନ ବୁଙ୍ଗି ପୋର୍ଟାଲ କାର୍ ଆଣ୍ଡ ବାଇକ ଡଟ୍ କମ୍‌ରୁ ଗାଡି ବୁକିଂ କରିପାରିବେ। ଉଭୟ ଷ୍ଟୋର ଏବଂ ଅନ୍‌ଲାଇନକୁ ସଂଯୋଗ କରାଯାଇ ସେବା ଯୋଗାଣ କରାଯାଉଛି। ସ୍ଥାନଗୁଡ଼ିକୁ ୧୪୦ ଚେକ୍‌ ପଏଣ୍ଟ ଦ୍ଵାରା ପରୀକ୍ଷଣ କରାଯାଉଛି। । ଏହାବାଦ ଯେଭଳି ମିଟର କ୍ୟାମ୍ପରି ହେବ ନାହିଁ ସେଥିଲାଗି ଡିଲରଶି ପଗୁଡ଼ିକୁ ଏକ୍ସଚେଞ୍ଜ, ଡିଲରଶିପଗୁଡ଼ିକୁ କ୍ରୟ ଏବଂ ବିକ୍ରୟ ସୁବିଧା ମିଳିବ। ପ୍ରମାଣପତ୍ର ମଧ୍ୟ ପ୍ରଦାନ କରାଯାଇଛି। ଗ୍ରାହକ ମାତ୍ର ୯୯୯ ଟଙ୍କା ଦେଇ ଯନଗୁଡ଼ିକୁ ଅନ୍‌ଲାଇନ୍‌ରେ ବୁକିଂ କରିପାରିବେ । ବ୍ୟକ୍ତିଗତ ଯାନ ଆବଶ୍ୟକତା ରହିଛି। ଏଭଳି ସ୍ଥିତିରେ ୟୁଜତ କାର ବିକ୍ରି ଚାହିଦା ଦ୍ରୁତ ଭାବେ ବଢ଼ିଛି ବୋଲି ସେ ସୂଚନା ଦେଇଛନ୍ତି । କମ୍ପାନି ଦେଶର ୩୫୦ରୁ ଊର୍ଦ୍ଧ୍ୱ ସହରରେ ୧୧୦୦ରୁ ଊର୍ଦ୍ଧ୍ଵ ଆଉଟ୍‌ଲେଟ୍ ସ୍ଥାପନ କରିଛି । ୟୁକ୍ତ କାର ରିଟେଲିଂ କ୍ଷେତ୍ରରେ ସ୍ୱଚ୍ଛତା ଆଣିବା ଦିଗରେ କମ୍ପାନି ପ୍ରୟାସ ଜାରି ରଖିଛି । ଅନଲାଇନ ସ୍ପେସ୍‌ରେ ମଧ୍ୟ ଏହା ବଜାର ଲିଡର ରହି ଆସିଛି ବୋଲି ଶାହା କହିଛନ୍ତି।

ଏହି ଅବସରରେ ଶ୍ରୀ ଶାହ କହିଛନ୍ତି ଯେ, ଓଡ଼ିଶାରେ ଆମେ ଏବେ ୧୧ଟି ସ୍ଥାନରେ ସେବା ଯୋଗାଉଛୁ । ଏହି ନେଟୱର୍କରେ ସମ୍ପ୍ରସାରଣ ପୂର୍ବକ ରାଜ୍ୟର ପ୍ରତି ଜିଲାରେ ଆଉଟ୍‌ଟ ଖୋଲିବାକୁ ଯୋଜନା ରଖାଯାଇଛି। ଶୀଘ୍ର କଟକ ଏବଂ ରାଉରକେଲାରେ କମ୍ପାନି ରାଜ୍ୟରେ ମାସିକ ଏବେ ୧୬୦ରୁ ଉର୍ଦ୍ଧ୍ଵ ୟୁନିଟ୍ ଯାନ ବିକ୍ରି କରୁଛି।

Spread the love