ଏହି ଦିନ ସରିବ କରୋନା, ମାଳିକା ଦେଲା ପ୍ରମାଣ…

ଶାସ୍ତ୍ର ଆମକୁ ବହୁତ କଥା କହିଯାଇଥାଏ କିନ୍ତୁ ଆମେ ଏହାକୁ ଭଲଭାବରେ ବୁଝିପାରିନଥାଉ କେତେକ ଲୋକ ମାଲିକ ବଚନ କୁ ମାନୁନଥିଲେ କିନ୍ତୁ ବର୍ତମାନ ସମୟରେ ଯାହା ଯାହା ଘଟି ଯାଉଛି ତାହା ଆଗ ମାଲିକ ବଚନରେ ଲେଖା ହୋଇଥିଲା ଓ ସେ କଥା ବର୍ତମାନ ଅକ୍ଷରେ ଅକ୍ଷରେ ସତ ହେଉଛି ଯାହା ମଳିକାରେ ଲେଖା ହୋଇଥିଲା |
ମାଳିକା ବଚନରେ ଲେଖା ହୋଇଥିଲା ମଣିଷ ତୁଣ୍ଡି ପିନ୍ଧିବ ସେହା ହିଁ ହେଲା ମଣିଷ ତୁଣ୍ଡି ପିନ୍ଧିଲେ ଆଉ ସହ ସହ ଲୋକ ମୃତୁ ବରଣ କଲେ ତେବେ ଏବେ ମାଳିକା ବଚନ ଅନୁଯାୟୀ ଏକ ବର୍ଷ ଦଶ ମାସ ମହାମାରୀ ରହିବ ଅର୍ଥାତ 2019 ନଭେମ୍ବର ରୁ ଆରମ୍ଭ ହୋଇଥିଲା |
2021 ଅକ୍ଟୋବର ମାସ ପର୍ଯ୍ୟନ୍ତ ରହିବ ଆଉ ଲୋକଙ୍କ ଦୋଷ ପାଲଟି ଯିବ ମାଳିକା ରେ ଲେଖା ହୋଇଛି ଧାନ ଥିବା ବ୍ୟକ୍ତି ନିର୍ଦ୍ଧନ ସହ ସମାନ ହେବ ତେବେ ଆଜିକା ସମୟରେ କରୋନା ଧନୀ ଓ ଗରିବ ଦେଖୁନାହିଁ ତାହା ସମସ୍ତଙ୍କୁ ସଂକ୍ରମିତ କରୁଛି |
ରୋଗ ଧନୀ ଗରିବ ଦେଖିନଥାଏ ଓ ମାଳିକାରେ ଲେଖା ହୋଇଥିଲା ହଜାରେ ହଜାରେ ଲୋକଙ୍କର ନିଧନ ହେବ କିନ୍ତୁ ମହା ମାରି ଧନୀ ଗରିବ କିଛି ଦେଖିବ ନାହିଁ ତେବେ ଆଗକୁ କଣ ଲେଖା ହୋଇଛି ତାହା ଜାଣିବା ପାଇଁ ସମସ୍ତଙ୍କ ଇଛା ତେବେ ମାଳିକା ବଚନ ଅନୁଯାୟୀ ମହାମାରୀ ଦିନକୁ ଦିନ ବଢିବାକୁ ଲାଗିବ କିନ୍ତୁ ସେପ୍ଟେମ୍ବର ମାସ 2021 ଠାରୁ ଏହା କମିଯିବ ଓ ଏହା ସାମାନ୍ୟ ରୋଗର ରୂପ ନେବ ତେବେ ଚିନ୍ତା କରିବାର ବିଷୟ ନାହିଁ|

Spread the love