ବିବାହିତ ମହିଳାମାନେ ଗୁରୁବାର ଦିନ କରନ୍ତୁ ଏହି କାମ , ସ୍ୱାମୀଙ୍କ ସହ କେବେ ଝଗଡା ହେବ ନାହିଁ

ଆଜିର ସମୟରେ କିଛି ବାହାଘର ଭାଙ୍ଗିଯାଉଛି । ଗୋଟେ ସମୟ ଥିଲା ଯେଉଁଠି ବିନା କିଛି ଅସୁବିଧାରେ ଜୀବନସାଥୀଙ୍କ ସହ ପୁରା ଜୀବନ ଅତିବାହିତ କରିନେଉଥିଲେ। କିନ୍ତୁ ଆଜିର ସମୟରେ ବାହାଘର ଦୁଇ ତିନି ବର୍ଷ ପରେ ବି ଜଣେ ଅନ୍ୟ ଜଣଙ୍କୁ ଦେଖିକରି ମଧ୍ୟ କୌଣସି କାରଣ ସକାଶେ ବାହାଘରରେ ଦୁଃଖି ହୋଇଯାଉଛନ୍ତି । ଯଦି ଆପଣ ବିବାହିତ ଜୀବନ ପୂର୍ବରୁ କିଛି ଖାସ୍ ନାହିଁ । ତେବେ ଏହି କଥାକୁ ଧ୍ୟାନରେ ରଖି ଆମେ ଆପଣଙ୍କୁ କିଛି ଉପାୟ କହିବୁ ଯାହା ଗୁରୁବାର ଦିନ କରିଲେ ଆପଣଙ୍କ ବିବାହିତ ଜୀବନ ଭଲରେ କଟିବ ।

-ଗୁରୁବାର ଦିନ ସକାଳୁ ଜଲଦି ଉଠି ଗୋଧୋଇ ପଡନ୍ତୁ ଓ କୁମ୍ କୁମ୍ ଡବା ନେଇ ମା ଦୁର୍ଗାଙ୍କ ପ୍ରତିମା ଆଗରେ ରଖିଦିଅନ୍ତୁ । ଏହା ପରେ ମା ଦୁର୍ଗାଙ୍କ ପାଖରେ ଦୀପ ପ୍ରଜ୍ଜଳନ କରନ୍ତୁ । ପ୍ରଥମ ଦୀପ କୁମ୍ କୁମ୍ ଡବା ପାଖରେ ରଖିନିଅନ୍ତୁ । ଯେବେ କି ଦ୍ୱିତୀୟ ଦୀପ ମା ଦୁର୍ଗାଙ୍କ ସମ୍ମୁଖରେ ରଖିଦିଅନ୍ତୁ । ଆରତୀ ସରିବାପରେ ପ୍ରଥମ ମା ଦୂର୍ଗାଙ୍କୁ ଦ୍ୱୀତୀୟ ଡବା କୁମ୍ କୁମ୍ କୁ ଓ ତୃତୀୟ ଡବା ନିଜ ପାଖରେ ରଖିଦିଅନ୍ତୁ । ଯଦି ଆପଣଙ୍କ ସ୍ୱାମୀ ସେଠାରେ ଅଛନ୍ତି , ତେବେ ତାଙ୍କୁ ଆରତୀ କରନ୍ତୁ। ଏହାପରେ ଗୁରୁବାର ଦିନ ଆପଣ ଯେବେ ବି ମଥାରେ ସିନ୍ଦୁର ଲଗାଇବେ ତେବେ ଏହି କୁମ୍ କୁମ୍ ଡବାରୁ ଲଗାନ୍ତୁ । କିନ୍ତୁ ଏହି କଥାକୁ ଧ୍ୟାନ ରଖିବେ କି କୁମ୍ କୁମ୍ ଆପଣଙ୍କ ହାତରେ ଲାଗିବା ଅନୁଚିତ୍ , ବରଂ ନିଜ ସ୍ୱାମୀ ତାଙ୍କ ହାତରେ ଲଗାଇବେ। ଏହି ଉପାୟ ସବୁ ଗୁରୁବାରକୁ କମ୍ ସେ କମ୍ ଗୋଟେ ମାସ ପର୍ଯ୍ୟନ୍ତ ଗୁରୁବାରକୁ ଲଗାଇବେ । ଏହା ଦ୍ୱାରା ଆପଣଙ୍କ ସ୍ୱାମୀଙ୍କ ଠାରୁ ବହୁତ ସାରା ଭଲ ପାଇବା ମିଳିବ ।

-ଗୁରୁବାର ଦିନ କେଉଁ ବିବାହିତ ଜୋଡାଙ୍କୁ ଭରପୁର ଭୋଜନ କରାନ୍ତୁ । ଏହା କରିବା ଲାଭକାରୀ ହେବ । ଏହାପାଇଁ ଆପଣ କେଉଁ ବ୍ରାହ୍ମଣ ସଂମ୍ପ୍ରଦାୟର ଦମ୍ପତିଙ୍କୁ ବାଛିପାରିବେ । କିମ୍ବା କେଉଁ ଗରୀବ ଭିକାରୀଙ୍କ ଦମ୍ପତିଙ୍କୁ ବାଛି ପାରିବେ । ଖାଇବା ଦେଇସାରିବାପରେ ଦକ୍ଷୀଣା ସ୍ୱରୁପ ପଇସା କିଛି ଜିନିଷ ଦାନ କରିଦେବେ । ଯଦି ସମ୍ଭବ ହେଉଛି ତେବେ ଦାନରେ କିଛି ନିଜ ସ୍ୱାମୀଙ୍କ ସହ କରନ୍ତୁ ।

– ଲକ୍ଷ୍ମୀ ଓ ବିଷ୍ଣୁଙ୍କ ଯୋଡି ବହୁତ ଲୋକ ପ୍ରିୟ ଅଟେ । ଗୁରୁବାରକୁ ବିଷ୍ଣୁଙ୍କ ଜନ୍ମ ଦିନ ହୋଇଥାଏ । ବିଷ୍ଣୁଙ୍କ ସତ୍ୟନାରାୟଣ ଓ ଲକ୍ଷ୍ମୀ ନାରାୟଣଙ୍କ ନାମ ବି ଜଣାଯାଇଥାଏ । ଏମିତିରେ ଆପଣ ଗୁରୁବାର ଦିନ ଘରେ ସତ୍ୟନାରାୟଣ କଥା ରଖିଥାନ୍ତି । ନା କେବଳ ବିବାହିତ ଦମ୍ପତିଙ୍କ ପାଇଁ ଏହା ଲାଭକାରୀ ହେବ । ବରଂ ପୁରା ପରିବାରରେ ଶାନ୍ତିର ବାତାବରଣ ରହିବ ।

-ସତ୍ୟନାରାୟଣ କଥା ଘରୁ ସବୁ ନକରାତ୍ମକ ଉର୍ଜାକୁ ଫେରାଇଆଣିବ , ତାହା ସହ ଘର ଥିବା ସକରାତ୍ମକ ଉର୍ଜା ଫେରାଇଆଣିବ । ଏଥିରେ ମନ ସଫା ରହିଥାଏ ଓ ଭଲ ବିଚାର ଆସିଥାଏ । ଏହା ଦ୍ୱାରା ଘରେ କେବେ ଝଗଡା ହୁଏ ନାହିଁ ଓ ସମସ୍ତେ ଶାନ୍ତିରେ ଜୀବନ ଯାପନ କରନ୍ତି । ଆପଣଙ୍କୁ ଏହି କଥାକୁ ବିଶେଷ ଧ୍ୟାନ ଦେବାକୁ ହେବ କି ଆପଣ ଘରେ ସତ୍ୟନାରାୟଣ କଥା କରିବେ ସେଠାରେ ଆପଣଙ୍କ ସ୍ୱାମୀ ରହିଥିବା ଦରକାର । ତେବେ ପୂର୍ଣ୍ଣ ଭାବେ ଆପଣ ବିବାହିତ ଜୀବନ ଅତିବାହିତ କରିବେ , ଆପଣ ଏହି କଥାକୁ ତିନି ମାସରେ ଥରେ ନିଶ୍ଚିତ କରନ୍ତୁ ।

Spread the love