୪ଟାରେ ପ୍ରକାଶ ପାଇବ ମାଟ୍ରିକ୍‌ ଅଫଲାଇନ ପରୀକ୍ଷା ରେଜଲ୍ଟ

ଭୁବନେଶ୍ବର: ଆଜି ପ୍ରକାଶ ପାଇବ ମାଟ୍ରିକ୍‌ ଅଫଲାଇନ ପରୀକ୍ଷା ରେଜଲ୍ଟ। ଅପରାହ୍ନ ୪ଟାରେ ପ୍ରକାଶ ପାଇବ ପରୀକ୍ଷା ଫଳ। ଅନ୍‌ଲାଇନ ମାର୍କିଂରେ ଅସନ୍ତୁଷ୍ଟ ପିଲା ଦେଇଥିବା ଅନ୍‌ଲାଇନ ପରୀକ୍ଷାର ଫଳ ପ୍ରକାଶ ପାଇବ। ଜୁଲାଇ ୩୦ରେ ୫୦୪ଟି କେନ୍ଦ୍ରରେ ୧୫,୧୩୬ ପରୀକ୍ଷାର୍ଥୀ ଦେଇଥିଲେ ଏକ୍‌ଜାମ। ଏମାନଙ୍କ ମଧ୍ୟରେ ଅଛନ୍ତି ୨୨୦୪ ରେଗୁଲାର ଛାତ୍ରଛାତ୍ରୀ। ରାଜ୍ୟ ସରକାରଙ୍କ କୋଭିଡ୍‌ ଗାଇଡଲାଇନ ଅନୁଯାୟୀ ହୋଇଥିଲା ପରୀକ୍ଷା।

Spread the love