୩ମେ ପର୍ଯ୍ୟନ୍ତ ବଢିଲା ଦେଶର ଲାକଡ଼।ଉନ

ଦେଶରେ ୩ମେ ପର୍ଯ୍ୟନ୍ତ ବଢିଲା ଦେଶର ଲାକଡ଼।ଉନ । ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶ ବାସୀ ଙ୍କୁ ସମ୍ବୋଧିତ କରି ଏହି ଘୋଷଣା କରିଛନ୍ତି। ସାରା ଦେଶରେ ଏହି ନିୟମ ଲାଗୁହେବ। ଆହୁରି କଡାକଡି ହେବ ନିୟମ।

Spread the love