ସ୍ବାଧୀନତା ଦିବସ ଅବସରରେ ଓଡ଼ିଶାର ୩ଜଣ ହୋମ୍‌ଗାର୍ଡଙ୍କୁ ସେବା ପଦକ

ନୂଆଦିଲ୍ଲୀ: ଦେଶର ସ୍ବାଧୀନତା ଦିବସ ଅବସରରେ ଓଡ଼ିଶାର ୩ଜଣ ଗୃହରକ୍ଷୀଙ୍କୁ (ହୋମ୍‌ ଗାର୍ଡ) ସେବା ପଦକ ପ୍ରଦାନ କରାଯିବ। ଏହି ସେବା ପଦକ ପାଇବେ ` ସିଭିଲ୍ ଡିଫେନ୍‌ସ ଭଲେଣ୍ଟିୟର୍‌ ଜ୍ଞାନେନ୍ଦ୍ର ମଲ୍ଲିଆ, ହୋମ୍‌ ଗାର୍ଡ ଏସ୍‌. ପର୍ଶୁରାମ ରେଡ୍ଡୀ ଏବଂ ହୋମ୍‌ ଗାର୍ଡ ପ୍ରଦୀପ କୁମାର ଶତପଥୀ ।

Spread the love