କୋଭିଡ୍‌ ପାଇଁ ବ୍ୟବହୃତ ମୋଲନୁପିରାଭିର୍‌ ଆଣ୍ଟି ଭାଇରାଲ୍‌ ଔଷଧର ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟା ରହୁଥିବା ସୂଚନା ଦେଲା: ଆଇସିଏମ୍‌ଆର୍‌

 ନୂଆଦିଲ୍ଲୀ– ଆଇସିଏମ୍‌ଆର୍‌ର ନିର୍ଦେଶକ ବଳରାମ ଭାର୍ଗବ କୋଭିଡ୍‌ ଚିକିତ୍ସା ପାଇଁ ବ୍ୟବହାର କରାଯାଉଥିବା ମୋଲନୁପିରାଭିର୍‌ ଆଣ୍ଟି ଭାଇରାଲ୍‌   ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ରହୁଥିବାର ସୂଚନା ଦେଇଛନ୍ତି  । ସେ କହିଛନ୍ତି ଯେ  ମହିଳାମାନେ ଏହି ଔଷଧ ଖାଇଥିଲେ ତିନିମାସ ପର୍ଯ୍ୟନ୍ତ ଗର୍ଭ ଧାରଣ କରିବା ଉଚିତ୍‌ ନୁହେଁ  । କାରଣ ଏହା ଭୃଣ ଉପରେ ପାର୍ଶ୍ୱପ୍ରତିକ୍ରିୟା ପକାଉଛି ବୋଲି  ସେ ସୂଚନା ଦେଇଛନ୍ତି ।

Spread the love