ଦହି ସହିତ ଭୁଲରେ ବି ଖାଆନ୍ତୁ ନାହିଁ ଏହି ୭ ଟି ଜିନିଷ !

ବନ୍ଧୁଗଣ, ଦହିସହିତ କେଉଁ ୭ ଟି ଜିନିଷ ଅଛି ଯାହାକୁ ଖାଇବା କଥା ନୁହେଁ ? ତାହା ସମ୍ବନ୍ଧରେ ଆଜି ଆମ୍ଭେ କହିବାକୁ ଯାଉଅଛୁ । ଆସନ୍ତୁ ତେବେ ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଜାଣିନେବା । ଆୟୁର୍ବେଦ ଅନୁସାରେ କିଛି ଏଭଳି ଜିନିଷ ରହିଅଛି ଯାହାକୁ ଆପଣ କେବେ ମଧ୍ୟ ଆପଣ ଏକା ସମୟରେ ଏକା ସହିତ ସେବନ କରିବା କଥା ନୁହେଁ । ଉଦାହରଣ ସ୍ୱରୂପ ଲଞ୍ଚ ରେ ଆପଣ ଏକା ସହିତ ୨ ଟି ଜିନିଷ ଖାଇନେଲେ । ଏହାଦ୍ୱାରା ସ୍ଵେଲିଙ୍ଗ ହୋଇପାରେ ଆପଣଙ୍କ ଶରୀରର କୌଣସି ଏକ ଅଙ୍ଗରେ ।

ଶରୀରରେ ଧଳା ଛଉ ମଧ୍ୟ ହୋଇପାରେ । ଆସନ୍ତୁ ତେବେ ଜାଣିବା କେଉଁ କେଉଁ ଜିନିଷ ଦହି ସହିତ ଆପଣଙ୍କୁ ଖାଇବା କଥା ନୁହେଁ ? ଦହି ସହିତ ଆପଣ କେବେ ମଧ୍ୟ ତରଭୁଜ ର ସେବନ କରନ୍ତୁ ନାହିଁ । କାରଣ ଏହା ଆପଣଙ୍କୁ ବେହୋସ ମଧ୍ୟ କରିପାରେ ଏବଂ ଆପଣଙ୍କ କୌଣସି ଏକ ଅଙ୍ଗ ରେ ଏହା ସ୍ଵେଲିଙ୍ଗ କରିପାରେ । ଏଣୁ ଆପଣ ଏହି କଥା ର ଧ୍ୟାନ ରଖନ୍ତୁ ଯେ ଦହି ସାଙ୍ଗରେ କେବେ ମଧ୍ୟ ତରଭୁଜ ସେବନ କରିବେ ନାହିଁ । ଏହା ସହିତ ଆପଣ ଦହି ସହିତ ମାଛ ଆଦୌ ସେବନ କରନ୍ତୁ ନାହିଁ । ଦହି ସହିତ ଏବଂ କ୍ଷୀର ସହିତ ମଧ୍ୟ କେବେ ଆପଣ ମାଛ ସେବନ କରନ୍ତୁ ନାହିଁ । ଯେଉଁ ମାନଙ୍କୁ ଡାଇବେଟିସ ର ପ୍ରୋବ୍ଲେମ ଅଛି, ସେମାନେ ସକାଳେ ଦହି ସହିତ ଚିନୀ ଆଦୌ ଖାଆନ୍ତୁ ନାହିଁ । ଏହା ଡାଇବେଟିସ କୁ ବଢାଇବା ସହିତ ମୋଟାପଣ କୁ ମଧ୍ୟ ବଢାଇଥାଏ । ଏଣୁ ମନେ ରଖନ୍ତୁ ସକାଳେ ଆପଣ ଡାଇବେଟିସ ସହିତ ଚିନୀ ଆଦୌ ଖାଆନ୍ତୁ ନାହିଁ । ଆପଣ ଦହି ସହିତ ଲେମ୍ବୁ ମଧ୍ୟ ଆଦୌ ସେବନ କରନ୍ତୁ ନାହିଁ । ଏହାଦ୍ଵାରା ଏସିଡିଟି ର ସମସ୍ୟା ଦେଖାଯାଇପାରେ । ଏହା ସହିତ ଦହି ସହିତ ଆପଣ କୋଲ୍ଡଡ୍ରିଙ୍କ ଆଦୌ ସେବନ କରନ୍ତୁ ନାହିଁ । ଏହା ଅତ୍ୟନ୍ତ ଛୋଟ ଛୋଟ କଥା ଅଟେ ଆପଣ ଏହାକୁ ଧ୍ୟାନ ରଖନ୍ତୁ । ଲବଙ୍ଗ ମଧ୍ୟ ଦହି ସହିତ ସେବନ କରନ୍ତୁ ନାହିଁ । କ୍ଷୀର ମଧ୍ୟ ଦହି ସହିତ ଆଦୌ ସେବନ କରନ୍ତୁ ନାହିଁ । ନଚେତ ଆପଣଙ୍କ ପେଟରେ ଯେଉଁ କ୍ଷୀର ରହିଥିବ ତାହା ମଧ୍ୟ ଦହି ବନିଯିବ । ବନ୍ଧୁଗଣ ଆପଣ ମାନେ ଏହିସବୁ ବିଷୟ ପ୍ରତି ନିଶ୍ଚୟ ଧ୍ୟାନ ରଖନ୍ତୁ ।

Spread the love