ରାଜ୍ୟପାଳରୁ ହେଲେ ମନ୍ତ୍ରୀ

ଲକ୍ଷ୍ନୌ :  ରାଜ୍ୟପାଳରୁ ହେଲେ ମନ୍ତ୍ରୀ। ଉତ୍ତରାଖଣ୍ଡର ରାଜ୍ୟପାଳ ପଦରୁ ଇସ୍ତଫା ଦେବା ପରେ ସେ ବିଜେପିରେ ରାଷ୍ଟ୍ରୀୟ ଉପ ସଭାପତି ହୋଇଥିଲେ। ଏହା ପରେ ଆଗ୍ରା ଗ୍ରାମୀଣ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।ପୂର୍ବରୁ ସେ ମଧ୍ୟ ଆଗ୍ରାର ମେୟର ଥିଲେ ।   ପୂର୍ବରୁ ଉତ୍ତରାଖଣ୍ଡର ରାଜ୍ୟପାଳ ଥିବା ବେ​‌ବି​‌ ରାଣୀ ମୌର୍ଯ୍ୟ ଆଜି ଯୋଗୀ ସରକାରରେ  ମନ୍ତ୍ରୀ ପଦ  ଗ୍ରହଣ କରିଛନ୍ତି । ତାଙ୍କର ରାଜନୈତିକ ଯାତ୍ରା ବେଶ ରୋଚକ ଓ ଆକର୍ଷଣୀୟ ରହିଛି।ସେ ଜଣେ ବହୁଚଚ୍ଚିିିତ ମହିଳା।

Spread the love