ନବୀନ ନୂଆ ଟିମରେ ୧୧ କ୍ୟାବିନେଟ, ୯ ରାଷ୍ଟ୍ର ମନ୍ତ୍ରୀ
ଆଜି ପଞ୍ଚମଥର ପାଇଁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।
![]()
ଏହି ଅବସରରେ ନବୀନଙ୍କ ସହ ୨୦ ଜଣିଆ ମନ୍ତ୍ରିମଣ୍ଡଳ ବି ଶପଥ ନେଇଛନ୍ତି। ଏହି ମନ୍ତ୍ରିମଣ୍ଡଳରେ ୧୧ ଜଣ କ୍ୟାବିନେଟ୍ ମନ୍ତ୍ରୀ ଓ ୯ ଜଣ ରାଷ୍ଟ୍ରମନ୍ତ୍ରୀ ଅଛନ୍ତି।
![]()
କ୍ୟାବିନେଟ୍ ମନ୍ତ୍ରୀ ଭାବେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିକ୍ରମ ଆରୁଖ ପ୍ରଫୁଲ୍ଲ ମଲିକ, ନିରଞ୍ଜନ ପୂଜାରୀ, ପଦ୍ମନାଭ ବେହେରା,ପ୍ରତାପ ଜେନା, ଅରୁଣ ସାହୁ, ସୁଦାମ ମାରାଣ୍ଡି, ସୁଶାନ୍ତ ସିଂହ, ନବ ଦାସ ଓ ଟୁକୁନି ସାହୁ ଶପଥ ନେଇଛନ୍ତି।
![]()
ସେହିପରି ରାଷ୍ଟ୍ର ପାହ୍ୟା ଭାବେ ଅଶୋକ ପଣ୍ଡା, ସମୀର ଦାଶ, ପଦ୍ମିନୀ ଦିଆନ, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଦିବ୍ୟଶଙ୍କର ମିଶ୍ର, ପ୍ରେମାନନ୍ଦ ନାଏକ, ରଘୁନନ୍ଦନ ଦାସ, ତୁଷାରକାନ୍ତି ବେହେରା, ଜଗନ୍ନାଥ ସାରକାଙ୍କୁ ରାଷ୍ଟ୍ର ପାହ୍ୟା ଭାବେ ଶପଥ ନେଇଛନ୍ତି।
![]()
