ମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ରବିବାର ବନ୍ଦ

ଭୁବନେଶ୍ୱର, ୨୧/୦୩: ସାରା ଦେଶ ଜନତା କର୍ଫ୍ୟୁକୁ ସମର୍ଥନ କରୁଥିବାବେଳେ ଓଡ଼ିଶାର ଖାଦ୍ୟ, ଉପଭୋକ୍ତା ବ୍ୟାପାର, ଯୋଗାଣ ତଥା ସମବାୟ ମନ୍ତ୍ରୀ ରାଣେନ୍ଦ୍ର ପ୍ରତାପ  ସ୍ୱାଇଁଙ୍କ ସରକାରୀ ବାସଭବନ ମାର୍ଚ୍ଚ 22 ରବିବାର ଦିନ ବନ୍ଦ ରହିବ। ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ କୌଣସି  ଅଭିଯୋଗର ସମାଧାନ କରାଯିବ ନାହିଁ।

Spread the love