ବେଲୁନ ବିକାଳୀରୁ ବନିଗଲେ ମଡେଲ୍

ନୂଆଦିଲ୍ଲୀ :କେରଳର କାଭୁ ଉତ୍ସବରେ ବେଲୁନ ବିକୁଥିବା ସମୟରେ କିସ୍‌ବୁ ଫଟୋଗ୍ରାଫର ର୍ଜୁନ କୃଷ୍ଣନଙ୍କ ନଜରରେ ଆସିଥିଲେ। ସେ ତାଙ୍କର କିଛି ଫଟୋ ଉଠାଇଥିଲେ। ପରେ ସେ ଏହି ଫଟୋକୁ କିସବୁ ଏବଂ ତାଙ୍କ ମାଆଙ୍କୁ ଦେଖାଇଥିଲେ । ଉଭୟେ ଫଟୋ ଦେଖୁ ଖୁସି ହୋଇଥିଲେ। ରାତାରାତି ଭାଗ୍ୟ ବଦଳିଯିବ ବୋଲି ସେ କେବେ କଳ୍ପନା ବି କରିନଥିଲେ। କୃଷ୍ଣନ ଫଟୋ ସବୁ ସୋସିଆଲ ମିଡିଆ ସାଇଟରେ ଅପଲୋଡ କରିଥିଲେ। ଏହା ଭାଇରାଲ ହେବାରୁ କିଛି ଲୋକ ମେକଓଭର ଏବଂ ଫଟୋସୁଟ ପାଇଁ ସହ ଯୋଗାଯୋଗ କରିଥିଲେ ।ଏହି ସୋସିଆଲ ମିଡିଆ ଓ  ଫଟୋଗ୍ରାଫର ର୍ଜୁନ କୃଷ୍ଣନ କେରଳର ବେଲୁନ ବିକାଳୀ କିସ୍‌ବୁଙ୍କୁ ରାତାରାତି ମଡେଲ୍ କରିଦେଇଛି।

Spread the love