ସିଇଓ ରାଉଣ୍ଡ ଟେବୁଲ ରେ ଅଂଶଗ୍ରହର ମୋଦିଙ୍କ ବଡ ଡିଲ୍‌

ଆମେରିକାର ହଷ୍ଟନରେ ପହଞ୍ଚିଛନ୍ତି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହଷ୍ଟନର ହୋଟେଲ ଓକ୍‌ରେ ଏକ ବୈଠକରେ ଟେଲ୍ୟୁରିୟନ ଓ ପେଟ୍ରୋନେଟ୍‌  ସହ ଲିକ୍ୱିଫାଇଡ୍‌ ନେଚୁରାଲ ଗ୍ୟାସ୍‌ (ଏଲଏନଜି) ପାଇଁ ଏମଓୟୁ ରେ ସାଇନ୍‌ କରିଛନ୍ତି ମୋଦି ।  5 ଟନ୍‌ ଏଲଏନଜୀ   ପାଇଁ ଏମଓୟୁ ସାଇନ୍‌ କରାଯାଇଛି ।  ମୋଦି ସିଇଓ ରାଉଣ୍ଡ ଟେବୁଲ ରେ ଅଂଶଗ୍ରହର କରି ଏହି ବଡ ଡିଲ୍‌ ସାଇନ୍‌ କରିଛନ୍ତି ।  ‘ହାଓଡି ମୋଦୀ’ କାର୍ଯ୍ୟକ୍ରମ ପୂର୍ବରୁ ମୋଦି ଏହି ଗୁରୁତ୍ୱପୂର୍ଣ୍ଣ ଡିଲ୍‌ କରିଛନ୍ତି ।

Spread the love