ଯୁବତୀଙ୍କୁ ହଇରାଣ କରିବା ପଡିଲା ମହଙ୍ଗା, ଯୁବକଙ୍କୁ ତଳେ ପକାଇ ଯୁବତୀ ଖୋଲିଲେ ନିଜ କପଡା… ଭିଡିଓ

ଦୁନିଆସାରା ହେଉଥିବା ମହିଳା ଙ୍କ ସହ ଯୌନ ଶୋଷଣ ଅପରାଧ ବଢ଼ିବାରେ ଲାଗିଛି I ଏପରି ମାମଲା ରେ ରାସ୍ତା ରେ ଯାଉଥିବା ମହିଳା ଙ୍କୁ ଖରାପ ଦୃଷ୍ଟିରେ ଦେଖିବା ମହିଳା ଙ୍କୁ ହଇରାଣ କରିବା ତାଙ୍କୁ ଖରାପ ଭାଷା ରେ କମେନ୍ଟ ମାରିବା ପରି ଅନେକ ଅପରାଧ ବଢ଼ିବାରେ ଲାଗିଛି I ତେବେ ଯେତେବେଳେ କୌଣସି ମହିଳା ଙ୍କୁ କେହି ଯୁବକ ହଇରାଣ କରିଥାନ୍ତି ତ ଅନେକ ମହିଳା ଏହା କୁ ଅଣଦେଖା କରିଥାନ୍ତି କିନ୍ତୁ ଏପରି କିଛି ମହିଳା ଏହା ର ପ୍ରତିବାଦ ସ୍ୱରୂପ କିଛି ଏପରି ପଦକ୍ଷପ ନେଇଥାନ୍ତି ଯାହା କି ସେହି ଯୁବକ ଙ୍କୁ ମହଂଗା ପଡିଥାଏ I

ତେବେ ଆଜିକାଲି ଇଣ୍ଟେର୍ନେଟ ରେ ଏକ ଭିଡିଓ ଖୁବ ଭାଇରଲ ହେବାରେ ଲାଗିଛି ଏହି ଭିଡିଓ ରେ ଆପଣ ବି ଦେଖିପାରିବେ କି ଜଣେ ମହିଳା ହଇରାଣ କରୁଥିବା ଯୁବକ ଙ୍କୁ କିପରି ତଳେ ପକାଇ ଦେଇଛି ଏବଂ ମାଡ଼ ମାରିବା ରେ ବି ଲାଗିଛି I

ଦକ୍ଷିଣ ପଶ୍ଚିମ ବ୍ରାଜିଲ ରେ Ribeirao Preto ସିଟି ସେଣ୍ଟର ଏହି ଭିଡିଓ ବୋଲି କୁହାଯାଉଛି I ତେବେ ଏହି ମହିଳା ଙ୍କ କହିବା ଅନୁସାରେ ସେ ଏହି ସିଟି ସେଣ୍ଟର ବାହାରେ ବିଜ୍ଞାପନ ର ପେପର ବାଂଟୁଥିଲେ ଏବଂ ସେଠାରେ ଜଣେ ଯୁବକ ତାଙ୍କୁ ଅନେକ ଥର ହଇରାଣ କରୁଥିଲେ I ଶେଷରେ ମହିଳା ରାଗିଯାଇଥିଲେ ଏବଂ ସେହି ଯୁବକ ଙ୍କୁ ତଳେ ପକାଇ ଏବଂ ଯୁବକ ଙ୍କ ଉପରେ ଚିଲେଇବାକୁ ଆରମ୍ଭ କରିଦେଇଥିଲେ I ଏହା ପରେ ନିଜ କପଡା କାଢି ସେହି ଯୁବକ ଙ୍କ ସହ ମହିଳା ଅଶାଳୀନ ଆଚରଣ କରିବା ଆରମ୍ଭ କରିଦେଇଥିଲେ I

ତେବେ ଆରୋପି ଯୁବକ ଙ୍କ କହିବା ଅନୁସାରେ ସେ ନିର୍ଦୋଷ ଅଟନ୍ତି, ସେ କିଛି ବି କରିନାହାନ୍ତି I ସେ ତ କେବଳ ନିଜ ପତ୍ନୀ ଙ୍କ ସହ ସପିଙ୍ଗ କରୁଥିଲେ I ଏପରି ଘଟଣା ସମୟ ରେ ସେଠାକାର ଲୋକେ ବି ଜମା ହେଇଯାଇଥିଲେ କିଛି ଲୋକେ ମହିଳା ଙ୍କୁ ସପୋର୍ଟ କରୁଥିଲେ ତ କିଛି ଲୋକେ ମହିଳା ଙ୍କୁ ଏପରି ଅଶାଳୀନ ଆଚରଣ ପାଁଇ ନିନ୍ଦା କରୁଥିଲେ I

ଜଣେ ଦର୍ଶକ ମହିଳା ଙ୍କ ର କହିବା ଅନୁସାରେ ଏହି ମହିଳା ଯେଉଁ ନିଷ୍ପତି ସେଠାରେ ନେଇଥିଲେ ଏହା ଏକ ଅସାମାଜିକ ନିନ୍ଦନୀୟ ଘଟଣା ଅଟେ I ଯୁବକ ଙ୍କୁ ବୁଦ୍ଧି ଶିଖାଇବାକୁ ନିଜ କପଡା କାଢ଼ିବା କଣ ଦର୍କାରଥିଲା I ଏପରି କରି ସେ ମହିଳା ଜାତି ର ଅପମାନ କରିଛନ୍ତି I ତେବେ ଏହି ଭିଡିଓ ସୋସିଆଲ ମିଡ଼ିଆ ରେ ଖୁବ ଭାଇରଲ ହେବାରେ ଲାଗିଛି I ତେବେ ଆପଣ ସୋସିଆଲ ମିଡ଼ିଆ ରେ ପୂର୍ବ ରୁ ଅନେକ ଭିଡିଓ ଦେଖିଥିବେ କିନ୍ତୁ ଏହା ଏକ ସ୍ୱତନ୍ତ୍ର ଭିଡ଼ିଓ ଅଟେ I

ସେତାହାରେ ଉପସ୍ଥିତ କିଛି ଲୋକେ ମହିଳା ଙ୍କ ର କପଡା କାଢ଼ିବାକୁ ନେଇ ସମର୍ଥନ କରୁଛନ୍ତି ତ କିଛି ଲୋକେ ନିନ୍ଦା ବି କରୁଛନ୍ତି I

Spread the love