ଯୁବପିଢୀ ପାଇଁ ଉଦାହରଣ ନଳିନୀ କାନ୍ତ ମହାନ୍ତି

ମହାମାରୀ କୋରାନ ଭାଇରସର ମୁକାବିଲା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଅନୁରୋଧ କ୍ରମେ 21ଦିନ ଲକ ଡଉନୁ ପରବର୍ତ୍ତୀ ମେ 03 ତାରିଖ ଘୁଞ୍ଚାଇଥିଲେ କାରଣ ଦେଶବାସୀ କିପରି କୋଭିଡି-19ରୁ ବଞ୍ଚାଇବା ଲାଗି ଦୂରତା ଆବଲମ୍ବ ରକ୍ଷା କରିବା ଏବଂ କୋରାନ ଭାଇରସ ଦୁରେଇବା ଲାଗି ବର୍ତ୍ତl ଦେଇଛନ୍ତି ।

” ଘରେ ରୁହନ୍ତୁ ଓ ସୁରକ୍ଷିତ ରୁହନ୍ତୁ” ଓଡିଶାରେ ମଧ୍ୟ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଅନୁରୋଧ କ୍ରମେ ଲକ ଡଉନୁ ନିୟମବଳି ପାଳନ ଯୋଗୁ ଓଡିଶାରେ ଲକ ଡଉନୁ ପ୍ରଥମ ଦିନ ଠାରି କୌଣସି ଲୋକମାନେ ଭୋକିଲା ଏବଂ ଅସୁବିଧା ସମ୍ମୁଖୀନ ନ ହୁଅନ୍ତି ସେଥିଲାଗି ସବୁ ସମାଜସେଵୀ ଆଗେଇ ଆସିଥିଲେ ।

ତାଙ୍କର ମଧ୍ୟ୍ୟରୁ ଉଚ୍ଚ ଚିନ୍ତାଧାରା କମ ବୟସ ଅତିପ୍ରିୟ ଓ ସୁପରିଚିତ ଯୁବକ ନଳିନୀ କାନ୍ତ ମହାନ୍ତି ସ୍ୱଚ୍ଛ ମନବତୀ ରଖି ନିଜର ପ୍ରାୟ ସମୟ ଜନସେବାରେ ଲଗାଇଥାନ୍ତି, କଥାରେ ଅଛି ଛୋଟ ଆଖିରେ ବହୁ ସ୍ବପ୍ନ କି ନିଜର ପେଟରୁ କାଟି ଜନ ସେବା ଇଚ୍ଛା ପ୍ରକାଶ କରି ରାଜଧାନୀର ବିଭିନ୍ନ ଅଂଚଳରେ ପ୍ରଥମ ଦିନ ଠାରୁ ସବୁ ପ୍ରକାର ଖାଦ୍ୟ ସାମଗ୍ରୀ ଦେଇ ଆସୁଛନ୍ତି, ଯୁବ ସମାଜସେବୀ ନଳିନୀକାନ୍ତ ମହାନ୍ତି ଏବେ ଯୁବପିଢୀ ପାଇଁ ଉଦାହରଣ ଏକ ଉଦାହରଣ ସୃଷ୍ଟି କରିଛନ୍ତି।

ଆଜି ଏପରି ଅଂଚଳରେ ବଣ୍ଟନ କରିବାକୁ ବିନା ରେସନ କାର୍ଡ ଏବଂ BPL କାର୍ଡ ବଞ୍ଚିତ ପରିବାରକୁ ୧୯ନମ୍ବର ୱାର୍ଡ ଅନ୍ତର୍ଗତ ବାଲିଆପଟା ଅଞ୍ଚଳରେ ‌୧୫୦ ଘର ଅଧିକ ପରିବାରକୁ ଚାଉଳ,ଡାଲି,ଚୁଡ଼ା, ମୁଢ଼ି,ଚିନି,ଚା’ ପତି, ସାଗୁ, ମିଶ୍ରି, ସାବୁନ ସହ ଛୋଟ ପିଲାଙ୍କୁ କଦଳୀ,କମଳା, ବିସ୍କୁଟ, ପାଉଁରୁଟି ମାକ୍ସ ବଣ୍ଟନ କରିଥିଲେ।

Spread the love