ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୟନ୍ତୀ ଅବସରରେ ସୈନିକ ଓ କୃଷକ ସମ୍ମାନ

ଭୁବନେଶ୍ୱର,୧୭/୦୯: ଯଶ୍ୱସୀ ପ୍ରଧାନମନ୍ତ୍ରୀ ଭାରତର ଲୋକପ୍ରିୟ ନେତା ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ ପାଳନ ଅବସରରେ ଓଡିଶା କୃଷକ ମୋର୍ଚ୍ଚା ରାଜ୍ୟର ସୈନିକ ଓ ବିଭିନ୍ନ ଚାଷରେ କୃତିତ୍ୱ ଅର୍ଜନ କରିଥିବା ଭିନ୍ନ ଭିନ୍ନ ଚାଷୀ ମାନଙ୍କୁ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସମ୍ବର୍ଦ୍ଧନା କରାଯାଇଅଛି ଏଥିରେ ମୁଖ୍ୟ ଅତିଥୀ ଭାବେ ରାଜ୍ୟ ସଭାପତି  ସମୀର ମହାନ୍ତିତାଙ୍କ ଅଭିଭାଷଣରେ ଦେଶର ସମସ୍ତ ନାଗରିକଙ୍କ ଉନ୍ନତି ଓ ଆଜି ସମସ୍ତେ ଅନୁଭବ କରୁଛନ୍ତି । ଅନ୍ୟତମ ମୁଖ୍ୟ ଅତିଥି ଭାବେ ଭାରତୀୟ କିଷାନ ମୋର୍ଚ୍ଚାର ରାଷ୍ଟ୍ରୀୟ ସମ୍ପାଦକ ମାନଙ୍କୁ ସମ୍ବୋଧନ କରି କହିଲେ ଯେ ଆମ ପ୍ରିୟ ପ୍ରଧାନମନ୍ତ୍ରୀ ମୋଦୀ ବଳରେ ଭାରତର କୃଷକ ଓ ସୈନିକ ମାନଙ୍କ ଉନ୍ନତି ପାଇଁ ଅନବରତ କାର୍ଯ୍ୟରତ ଅଛନ୍ତି ତାଙ୍କର ପାଇଁ ଉର୍ଦ୍ଦିଷ୍ଟ ଅଟେ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ସୁନ୍ଦରଗଡ ସାଂସଦ ମନମୋହନ ସାମଲ, ଓଡିଶା ବିଜେପି ସାଧାରଣ ସମ୍ପାଦକ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲୀପ ସ୍ୱାଇଁ ଅତିଥି ଭାବରେ ଯୋଗ ଦେଇ ଓଡିଶା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ପରିଚାଳକ କାମାକ୍ଷା ପ୍ରଧାନ ଓ ଶ୍ରୀ ଲକ୍ଷ୍ମଣ ବାଗ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love