ମକର ସଂକ୍ରାନ୍ତି ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ସମଗ୍ର ଭାରତ ବର୍ଷରେ ଆଜି ମକର ସଂକ୍ରାନ୍ତି ପାଳନ କରାଯାଉଛି । ଓଡ଼ିଶାର ଘରେ ଘରେ ପ୍ରସ୍ତୁତ ହେଉଛି ମକର ଚାଉଳ । ସକାଳୁ ସକାଳୁ ଦେବାଳୟ ଯାଇ ଠାକୁରଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ଏହା ସହ ଗୁଡ଼ି ଉଡ଼ାକୁ ନେଇ ଲୋକଙ୍କ ମନରେ ଦେଖାଦେଇଛି ପ୍ରବଳ ଉତ୍ସାହ । ଏହି ଅବସରରେ ଆଜି ସକାଳୁ ଶ୍ରଦ୍ଧାଳୁମାନେ ନିଜ ଅଞ୍ଚଳରେ ଥିବା ଜଳାଶୟରେ ଶ୍ରଦ୍ଧାର ବୁଡ଼ ପକାଇଛନ୍ତି ।
प्रकृति, परंपरा और संस्कृति के रंगों से भरे मंगल पर्व मकर संक्रांति की आप सभी को हार्दिक शुभकामनाएं। pic.twitter.com/F7dUZLzHEO
— Narendra Modi (@narendramodi) January 15, 2020
ଏହି ପବିତ୍ର ମକର ସଂକ୍ରାନ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ଵିଟ୍ କରିଛନ୍ତି ଯେ, ପରମ୍ପରା ଓ ସଂସ୍କୃତି ରଙ୍ଗରେ ପବିତ୍ର ମକର ସଂକ୍ରାନ୍ତିରେ ସମସ୍ତଙ୍କୁ ମୋର ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା।
May the bountiful harvest of the season mark the beginning of a blessed time and bring happiness and prosperity for all.
देश भर में उल्लास और उमंग से मनाए जा रहे मकर संक्रांति, पोंगल, माघ बिहु, भोगी, उत्तरायण एवं अन्य सभी त्योहारों की आप सभी को शुभकामनाएँ।#HappyMakarSankranti pic.twitter.com/3bx6VnzQEh
— Dharmendra Pradhan (@dpradhanbjp) January 15, 2020