ଆଜି ମେଡିକାଲ ପ୍ରବେଶିକା ପରୀକ୍ଷା ‘ ନିଟ୍‌

ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜି ନିଟ୍‌ ୟୁଜି । ନ୍ୟାସନାଲ୍‌ ଟେଷ୍ଚିଂ ଏଜେନ୍ସୀ ବା ଏନଟିଏ ଏହି ପ୍ରବେଶିକା କରୁଛି । ଦେଶରେ ୨୦ଲକ୍ଷ ୫୯ହଜାର ଛାତ୍ରଛାତ୍ରୀ ଦେବେ ନିଟ୍‌ । ଏଥିପାଇଁ ରାଜ୍ୟର ୨୭ଟି ସହରରେ ୧୨୫ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ଓଡ଼ିଶାରୁ ଅଛନ୍ତି ୫୬ହଜାର ୮୮୯ ଛାତ୍ରଛାତ୍ରୀ । ଅପରାହ୍‌ଣ ୨ଟାରୁ ୫ଟା ୨୦ ଯାଏ ପରୀକ୍ଷା ଚାଲିବ । .

Spread the love