ଆଜି ମହାବିଷୁବ ସଂକ୍ରାନ୍ତି ଏବଂ ଓଡିଆ ନବ ବର୍ଷ । ଆଜିଠୁ ନୂଆ ପାଞ୍ଜି ପ୍ରଚଳନ ହେବ। ଶ୍ରୀମନ୍ଦିରରେ ଦୋଳ ପୂର୍ଣ୍ଣିମାରେ ଦୋଳ ବେଦୀରେ ବିରାଜିତ ଠାକୁରଙ୍କ ସମ୍ମୁଖରେ ନୂତନ ପାଞ୍ଜି ପୂଜା କରାଯାଇଥିଲ। ବର୍ତ୍ତମାନର ନେତୃତ୍ୱରେ ଏହି ବର୍ଷଟି ଉଭୟ ରାଜ୍ୟ ତଥା ଦେଶ ପାଇଁ ସବୁ ଦୃଷ୍ଟିରୁ ସାମଗ୍ରିକ ଭାବେ ଭଲ ରହିବ।
Post Views: 362