ଏନଆଇ ଇଏମ୍- ଦି ଇନଷ୍ଟିଚ୍ୟୁଟ୍ ଅଫ୍ ଇଭେଣ୍ଟ୍ ମ୍ୟାନେଜମେଣ୍ଟେବାର୍ଷିକ ଉତ୍ସବ

ଭୁବନେଶ୍ୱର: ଏନଆଇ ଇ ଏମ୍- ଦି ଇନଷ୍ଟିଚ୍ୟୁଟ୍ ଅଫ୍ ଇଭେଣ୍ଟ୍ ମ୍ୟାନେଜମେଣ୍ଟ ହେଉଛି ଏସିଆର ପ୍ରଥମ ଏବଂ ବିଶ୍ୱ ର ପଞ୍ଚମ ଶ୍ରେଷ୍ଠ ଇଭେଣ୍ଟ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟ୍ ।  ଯାହାକି ଅନ୍ୟ ପନ୍ଦରଟି ରାଜ୍ୟସହିତ ଇଭେଣ୍ଟ ମ୍ୟାନେଜମେଣ୍ଟ ପାଠ୍ୟକ୍ରମ (ସ୍ୱୟଂ ଶାସିତ) ପାଠ୍ୟକ୍ରମରେ ଲିମକା ବୁକ୍ ଅଫ୍ ରେକର୍ଡରେ ତାଲିକାଭୁକ୍ତ । ଓଡିଶାରେ ଏହା ହେଉଛି ଏକମାତ୍ର ଇଭେଣ୍ଟ ଇନଷ୍ଟିଚ୍ୟୁଟ୍। ଛାତ୍ରଛାତ୍ରୀମାନଙ୍କୁ ବହି ଏବଂ ଷ୍ଟଡି ମ୍ୟାଟେରିଏଲସ ଯୋଗାଇ ଦେବା ସାଙ୍ଗରେ, ସର୍ବ ଶ୍ରେଷ୍ଠ ଇଭେଣ୍ଟ ଏବଂ କାର୍ଯ୍ୟକ୍ରମରେ ସୁଯୋଗ ଦିଆଯାଇ ଥାଏ। ଇଭେଣ୍ଟ ମ୍ୟାନେଜମେଣ୍ଟ ଭାରତରେ ବହୁତ ବଡ ସ୍କେଲରେ କରାଯାଇଥାଏ।  ପ୍ରତିବର୍ଷ ସଫଳ ଇଭେଣ୍ଟ ମ୍ୟାନେଜର ଭାବରେ ୭୦ ରୁ ୧୨୦ ଛାତ୍ରଛାତ୍ରୀ ପାସ କରିଥାନ୍ତି। ଚାକିରୀ କ୍ଷେତ୍ରରେ ୧୦୦ ପ୍ରତିଶତ ସହଯୋଗ କରିଆସିଛୁ ପୂର୍ବରେ ଇଭେଣ୍ଟ ପରିଚାଳନା ପାଇଁ ଏନ ଆଇ ଇ ଏମ୍ ଭୁବନେଶ୍ୱର ଏକ ଅଗ୍ରଣୀ ଅନୁଷ୍ଠାନ । ଫୁଲ୍ ଏୟାର କଣ୍ଡିସନ୍ ଏବଂ ଡିଜିଟାଲ୍ ସଜ୍ଜିତ ଶ୍ରେଣୀଗୃହ ସହିତ ଭୁବନେଶ୍ୱରର ସବୁଠାରୁ ପ୍ରାଇମ ଲୋକେସନରେ କେନ୍ଦ୍ରୀୟ ଭାବରେ ଅବସ୍ଥିତ, ୨୦୧୫ ମସିହାରୁ ଓଡିଶାରେ ଇଭେଣ୍ଟ ଏବଂ ମନୋରଞ୍ଜନ ଶିଳ୍ପ ସହିତ ଭଲ ରେପୋ ସହିତ ଆଗେଇ ଚାଲିଛି। ଛାତ୍ର ଛାତ୍ରୀ ମାନେ ପାଇଥିବା ଚାକିରୀ ଭିତରେ , କମ୍ପାନୀ ଗୁଡିକ ହେଉଛି ଜ଼ୀ ସାର୍ଥକ ଷ୍ଟାର ଭାରତ ,ସୁନାମ ଧନ୍ୟ ଇଭେଣ୍ଟ କମ୍ପାନୀ ମାନେ ମଧ୍ୟ ଅଛନ୍ତି। ଏହା ସହିତ ବାହାର ରାଜ୍ୟ ରେ ମଧ୍ୟ ଚାକିରୀ କ୍ଷେତ୍ର ରେ ଆଗକୁ ରହି ଛନ୍ତି। ଯେମିତି କି ରାଞ୍ଚି କୋଲକାତା ମୁମ୍ବାଇ ହାଇଦ୍ରାବାଦ ଇତ୍ୟାଦି। ଉଚ୍ଚ ଦରମା ସାଙ୍ଗକୁ ଆନନ୍ଦିତ ଜୀବନ କୁ ଛାତ୍ର ଛାତ୍ରୀ ମାନେ ଲାଭ ପାଇଛନ୍ତି। ଇନଷ୍ଟିଚ୍ୟୁଟ୍ ର ଛତ୍ରଛାତ୍ରୀ ମାନଙ୍କ ଦ୍ୱାରା ଗୀତ ନାଚ ଏବଂ ଡ୍ରାମା ସହିତ ଅନେକ ମନ ଲୋଭ କାର‌୍ୟ୍ୟ କ୍ରମ ର ଆୟୋଜନ ରହିଛି। ଆମ ମନକୁ ଉତ୍ସାହିତ ଏବଂ ଯୋଗ ଦେବାକୁ ଆସୁଛନ୍ତି ଆମର ମୁଖ୍ୟ ଅତିଥି ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ।  ସମ୍ମାନିତ ଅତିଥି ଭାବରେ ଆକାଶ ଦାସନାୟକ, ଓଡିଆ ଚଳଚ୍ଚିତ୍ର ଅଭିନେତା , ପୂର୍ବତନ ଏମ ଏଲ ଏ, କୋରେଇ ନିର୍ବାଚନମଣ୍ଡଳୀର ବିଧାୟକ ଅତିଥି ଭାବେ ଯୋଗଦେବେ. ମୋ କଲେଜ ଓଡିଶାର ଚେୟାରମ୍ୟାନ୍. ଅତିଥି ମାନଙ୍କ ସହିତ ମଞ୍ଚସ୍ଥ ରହିବେ ଶ୍ରୀ ରଂଜିତ ସାହୁ ପରିଚାଳନା ନିର୍ଦ୍ଦେଶକ। ଆରଏନଆର ସେଲେବରସନସ ପ୍ରାଇଭେଟ ଲିମିଟେଡ଼ ଏବଂ ଏନ ଆଇ ଇ ଏମ୍- ଦି ଇନଷ୍ଟିଚ୍ୟୁଟ୍ ଅଫ୍ ଇଭେଣ୍ଟ୍ ମ୍ୟାନେଜମେଣ୍ଟ . ଭୁବନେଶ୍ୱର ଏବଂ ଶ୍ରୀ ସୁଜିତ ସାହୁ, ନିର୍ଦ୍ଦେଶକ ଆରଏନ ଆର ସେଲେବରସନସ ପ୍ରାଇଭେଟ ଲିମିଟେଡ଼, ଶ୍ରୀ ହିମାଂଶୁ ସରପଟିଆ ନିର୍ଦ୍ଦେଶକ ଆର ଏନ ଆର ସେଲେବରସନସ ପ୍ରାଇଭେଟ ଲିମିଟେଡ଼ ଏବଂ ଶ୍ରୀ ଅଶୋକ ସାହୁ , ଏକାଡେମିକ୍ମ ମୁଖ୍ୟ . କାର‌୍ୟ୍ୟକ୍ରମ କୁ ଯୋଗ ଦେବେ ଓଡିଶା ର ସୁନାମ ଧନ୍ୟ ଇଭେଣ୍ଟ କମ୍ପାନୀମାନଙ୍କ ମୁଖ୍ୟ ।

Spread the love