ରାଜ୍ୟରେ ୪୫ଟି ବୁଥରେ ସାନି ମତଦାନ ଶେଷ

 

ସୂଚନା ଅନୁସାରେ ପ୍ରଥମ ପର୍ଯ୍ୟାୟରେ ଭଦ୍ରକ, ଢେଙ୍କାନାଳ, ଯାଜପୁର ଏବଂ ପୁରୀ ଜିଲ୍ଲାର ୨୫ଟି ବୁଥ୍‍ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ବଲାଙ୍ଗିର, ଭଦ୍ରକ, ଜଗତ୍‍ସିଂହପୁର, ବୌଦ୍ଧ, ଯାଜପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ୨୦ଟି ବୁଥରେ ସାନି ମତଦାନ ହୋଇଛି। ଏହି ସବୁ ଭୋଟଗ୍ରହଣ କେନ୍ଦ୍ରରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସକାଳ ୯ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯାଇଛି।

 

Spread the love