ନିର୍ଭୟା ମାମଲା : ଆଜି ଅଭିଯୁକ୍ତ ଅକ୍ଷୟ କୁମାର ସିଂର ପୁନର୍ବିଚାର ଆବେଦନର ଶୁଣାଣି

ଏହି ଶୁଣାଣି ସଂପର୍କରେ ନିର୍ଭୟାଙ୍କ ମା’ କହିଛନ୍ତି ଯେ ଆଜି କୋର୍ଟରେ ଅଭିଯୁକ୍ତର ପୁନର୍ବିଚାର ଆବେଦନ ଖାରଜ ହେବ ବୋଲି ସେ ଆଶା କରୁଛନ୍ତି ।ନିଜର ପୁନର୍ବିଚାର ଆବେଦନରେ ଅକ୍ଷୟ ଦର୍ଶାଇଥିଲା ଯେ ଦିଲ୍ଲୀର ପ୍ରଦୂଷଣ କାରଣରୁ ସେ ଆପେ ଆପେ ମରିଯିବ, ମୃତ୍ୟୁଦଣ୍ଡର ଆବଶ୍ୟକତା ନାହିଁ

Spread the love