ଆଜି ବୁଧବାରରେ ଜମିବ ଛାଡଖାଇ

ଗତକାଲି ଆମିଷ ବାର ନଥିଲା । ଆଜି ବୁଧବାର ଥିବାରୁ ଜମିବ ଛାଡଖାଇ । ସକାଳୁ ସକାଳୁ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ଆମିଷ ବଜାରରେ ଗହଳି ଲାଗୁଥିବା ଦେଖିବାକୁ ମିଳିଛି । ଏହାପୂର୍ବରୁ ବଜାରରେ ଆମିଷ ଦର ଉଚ୍ଚା ରହିଛି । ଦୋକାନୀ ଦର ତାଲିକା ମାରିବା ବାଧ୍ୟତାମୂଳକ ହୋଇଛି । ସେହିପରି ସତର୍କ ରହିଛି ଖାଦ୍ୟ ସୁରକ୍ଷା ବିଭାଗ । ରାଜଧାନୀରେ ଚଢା ଦର ଉପରେ ବିଏମସି ନଜର ରଖିଛି ।

Spread the love