ବୋଲ୍ଡ ଲୁକରେ ନଜର ଆସିଲେ ନୋରା ଫତେହି, ଅନ୍ଦାଜ ଦେଖି ଫିଦା ହେଲେ ଫ୍ୟାନ୍ସ

ନୂଆଦିଲ୍ଲୀ ୨୮/୧୨: ନୋରା ଫତେହି ତାଙ୍କ ବୋଲ୍ଡ ଡ୍ୟାନ୍ସ ମୁଭ୍ସ ଏବଂ ଫ୍ୟାଶନ୍ ସେନ୍ସ ସହିତ ଲୋକଙ୍କୁ ଇମ୍ପ୍ରେସ୍ କରନ୍ତି। ପ୍ରାୟତଃ ଅଭିନେତ୍ରୀଙ୍କ ସୁନ୍ଦର ଏବଂ ବୋଲ୍ଡ ଫଟୋ ଇଣ୍ଟରନେଟରେ ଭାଇରାଲ ହୁଏ । ସେ ନିଜର ବୋଲ୍ଡ ଅନ୍ଦାଜରେ ନେଟେନିଜେନଙ୍କ ଦୃଷ୍ଟି ଆକର୍ଷଣ କରନ୍ତି। ବର୍ତ୍ତମାନ ଅଭିନେତ୍ରୀଙ୍କ କିଛି ଲାଟେଷ୍ଟ ଫୋଟୋ ଇନଷ୍ଟାଗ୍ରାମରେ ଭାଇରାଲ୍ ହେଉଛି।

ଫଟୋଗ୍ରାଫର ଜୋସେଫ ରାଧିକି ଇନଷ୍ଟାଗ୍ରାମରେ ନୋରା ଫତେହିଙ୍କ ଫଟୋ ସେୟାର କରିଛନ୍ତି। ଚିତ୍ରଗୁଡ଼ିକରେ, ଅଭିନେତ୍ରୀ ଜଣେ ପରୀ ପରି ଦେଖାଯାଉଛନ୍ତି।

ନୋରା ତାଙ୍କ ଅନ୍ଦାଜରେ ନେଟିଜେନ୍ସଙ୍କୁ ଆକର୍ଷିତ କରୁଛନ୍ତି। ଫଟୋରେ ସେ ଏକ ସୁନ୍ଦର ଧଳା ରଙ୍ଗର ଡ୍ରେସ୍ ପିନ୍ଧିଥିବାର ନଜର ଆସିଛନ୍ତି।

ନୋରାଙ୍କ ଫଟୋ ସେୟାର କରି ଫଟୋଗ୍ରାଫର ଲେଖିଛନ୍ତି, ‘ଲାଇଟ୍ ଏବଂ ନୋରା। ଅବୁ ସନ୍ଦୀପ ଏବଂ ମୋର ଫ୍ୟାଶନ୍ ଫିଲ୍ମ ‘ଇନଟୁ ଦି ଲାଇଟ୍’ ର ସେଟରେ ସୁଟ୍ ହୋଇଥିବା ଫଟୋ …।’

Spread the love