ଅନୁଭବ ମହାନ୍ତି ଓ ତାଙ୍କ ବାପା,ମା’ଙ୍କୁ ନୋଟିସ ପଠାଇଲେ ରାଜ୍ୟ ମହିଳା କମିଶନ, ୨୯ରେ ହାଜର ହେବାକୁ ନିର୍ଦ୍ଦେଶ

କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ବିବାଦ ମାମଲାରେଅନୁଭବଙ୍କୁ ନୋଟିସ୍ ପଠାଇଛନ୍ତି ରାଜ୍ୟ ମହିଳାକମିଶନ। ଅନୁଭବଙ୍କ ସମେତ ତାଙ୍କ ବାପା ଓ ମା’ଙ୍କୁମଧ୍ୟ କମିଶନ ନୋଟିସ୍ ପଠାଇଛନ୍ତି। ଏମାନଙ୍କୁଡିସେମ୍ବର ୨୯ ତାରିଖରେ ବ୍ୟକ୍ତିଗତଭାବେ ହାଜରହେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଘରୋଇ ହିଂସାକୁ ନେଇ ବର୍ଷା ମହିଳା କମିଶନରେ ଅଭିଯୋଗ କରିଥିଲେ । ସେହିପରି ପାରିବାରିକ ବିବାଦକୁ ନେଇ ବର୍ଷା ରବିବାର ଦିନ ପୁରୀଘାଟ ଥାନାରେ ଅଭିଯୋଗ କରିଥିଲେ ।

Spread the love