ଭୁବନେଶ୍ବର ୨୭।୧୦: ନଭେମ୍ବର ୧ରୁ ଖୋଲିବ ଯୁକ୍ତ ୩ ପ୍ରଥମ ବର୍ଷ କ୍ଲାସ୍ । ସେହିପରି ନଭେମ୍ବର ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ । କୋଭିଡ୍ ଗାଇଡ୍ଲାଇନ୍ ଅନୁସାରେ ପାଠପଢା ହେବ ବୋଲି ସୂଚନା ମିଶିଛି । କଲେଜ କ୍ଲାସ୍ ସହ ହଷ୍ଟେଲ ମଧ୍ୟ ଖୋଲିବ । ଏନେଇ ସମସ୍ତ କୁଳପତିଙ୍କୁ ଉଚ୍ଚଶିକ୍ଷା ସଚିବ ଚିଠି ଲେଖିଛନ୍ତି ।
Post Views: 655